| 3881 |
ଅନ୍ଧୁଲି |
- Andhuli (ଦେ.ବି.) - ମାଛ ଧରିବାର ଯନ୍ତ୍ର ବିଶେଷ; ବଡ଼ ବଜା A contrivance made of strips of split bamboo strung together for catching fish.
- ଅନ୍ଧପଟଳ; ମନୁଷ୍ୟ ବା ପଶୁ କିଛି ପଦାର୍ଥ ଦେଖି ପାରିବ ନାହିଁ, ଏଥିପାଇଁ ଆକ୍ଷି ଉପରେ ବନ୍ଧା ଯିବା ପଟୀ A band tied over the eye on account of which one cannot see any thing; a buffer over the eyes.
- (ଗ୍ରା.) - (ଭଦ୍ର ଗାଳି)) ନିର୍ବୋଧ ଅର୍ଥରେ Foolish
- ଅନ୍ଧସମ୍ବନ୍ଧୀୟ Relating to a blind man.
- ଅବୁଝାମଣା Unjust.
|
| 3882 |
ଅନ୍ଧୋଟୀ |
- Andhoṭī (ଦେ.ବିଣ.) - ଅନ୍ଧସମ୍ବନ୍ଧୀୟ Relating to a blind man.
- ଅବୁଝାମଣା Unjust.
- ଅନ୍ଧୋଟୀବୁଝାମଣା Andhoṭībujhāmaṇā
- (ଦେ.ବି.) -ଅବୁଝାମଣା; ଅନ୍ୟାୟ ବିଚାର Injustice.
|
| 3883 |
ଅନ୍ଧ୍ର |
- Andhra (ସଂ.ବି.) - ବ୍ୟାଧ Hunter; fowler.
- ଦକ୍ଷିଣାତ୍ୟର ଦେଶବିଶେଷ Ta̲i̱laṇga country in the S. India.
- ତେଲଙ୍ଗା ଜାତି The Telgus.
|
| 3884 |
ଅନ୍ଧ୍ରଦେଶ |
- Andhradeṣa (ସଂ.ବି.) - ତୈଲଙ୍ଗ ଦେଶ; ଦାକ୍ଷିଣାତ୍ୟର ଦେଶବିଶେଷ Telengana; the Telgu country.
|
| 3885 |
ଅନ୍ନ |
- Anna (ସଂ.ବି.) - ଯାହା ଖିଆଯାଏ; ଖାଦ୍ୟ Food.
- ଭାତ; ସିଦ୍ଧତଂଡୂଳ Boiled rice.
- (ଦେ.ବି.) - ପୁରୀର ଶ୍ରୀ ଜଗନ୍ନାଥ ଓ ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଭୋଗ କରାଯାଇଥିବା ସିଦ୍ଧ ତଂଡୂଳ Boiled rice offered to Lord Jagannātha at Puri and to Lord Liṅgarāja at Bhubaneṡwara.
- (ସଂ.ବିଣ.) - ଭୁକ୍ତ; ଭକ୍ଷିତ Eaten; partaken of.
[ ଦ୍ର ] ମହାପ୍ରସାଦ ପ୍ରତି ସାଧାରଣ ଭାତ ଶବ୍ଦ ପ୍ରଯୁକ୍ତ ହୁଏ ନାହିଁ, ଅନ୍ନ କୁହାଯାଏ।
|