Language Section

 

 

 

 

 

 

Dictionary : View_page

ID Main Word Content
3886 ଅନ୍ନକଷ୍ଟ
  1. Annakashṭa (ସଂ.ବି.) - ଖାଦ୍ୟବସ୍ତୁର ଅଭାବ; ଦୁର୍ଭିକ୍ଷ Searcity.
  2. ଉପବାସ Fasting.
3887 ଅନ୍ନକଷ୍ଟୀ

Also : [ ଅନକଷ୍ଟିଆ ] 

  1. Annakashṭī (ସଂ.ବିଣ.) - ଖାଦ୍ୟଦ୍ରବ୍ୟର ଅଭାବଗ୍ରସ୍ତ; ଅଭୁକ୍ତ; ଅନ୍ନକଷ୍ଟ ଜର୍ଜରିତ Starving; badly wanting food.
  • ଅନ୍ନକଷ୍ଟିନୀ - (ସ୍ତ୍ରୀ)
3888 ଅନ୍ନକୁଡ଼ିଆ

Also : [ ଅନ୍ନକୁଡ଼ୁଆ ]

  1. Annakuṟḍ̠iā (ଦେ.ବି.) - ଯେଉଁ ଛୋଟ ମାଟିପାତ୍ର ବା ହାଣ୍ଡିରେ ଜଗନ୍ନାଥ ବା ଲିଙ୍ଗରାଜଙ୍କ ଅନ୍ନ ମହାପ୍ରସାଦ ରନ୍ଧା ହୁଏ ବା ରଖା ହୁଏ Earthen pots for cooking or keeping rice-offering at Puri or Bhubaneṡwara.

 [ ଦ୍ର ]  ପୁରୀ ଜଗନ୍ନାଥଙ୍କ ଅନ୍ନ ରାନ୍ଧିବା ଓ ରଖିବା ପାଇଁ ବ୍ୟବହୃତ କୁଡ଼ିଆ ବା ହାଣ୍ଡିର ଆକାର ଅନୁସାରେ ଭିନ୍ନ ଭିନ୍ନ ନାମ ଅଛି। ବଡ଼ ପାତ୍ରକୁ 'ହାଣ୍ଡି' ଓ ଛୋଟ ପାତ୍ରକୁ 'କୁଡ଼ିଆ' କହନ୍ତି।

3889 ଅନ୍ନକୂଟ
  1. Annakūṭa (ସଂ.ବି.) - ବାଣ୍ଟିବା ପାଇଁ ରାଶୀକୃତ ସିଦ୍ଧତଂଡୂଳ ବା ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟ A vast gathering of boiled rice or prepared food in one place for distribution.
3890 ଅନ୍ନକୋଷ୍ଠକ

Also : [ ଅନ୍ନକୋଷ୍ଠି, ଅନ୍ନକୋଠି ]

  1. Annakoshṭhaka (ସଂ.ବି.) - ଧାନକୋଠି; ତଂଡୂଳାଦି ରଖିବାର ସ୍ଥାନ ବା କୋଠି; ଅମାର storage for rice.
Page 778 of 845



expoodisha.com

 

Other Dictionary