| 3891 |
ଅନ୍ନକ୍ଷେତ୍ର |
- Annakshetra (ସଂ.ବି.) - ଯେଉଁ ସ୍ଥାନରେ ସିଦ୍ଧ ତଂଡୂଳ ରାଶୀକୃତ ହୋଇଥାଏ A place where boiled rice is heaped.
- ଯେଉଁ କ୍ଷେତ୍ର ବା ତୀର୍ଥରେ ଦେବତାଙ୍କୁ ସିଦ୍ଧ ତଂଡୂଳ ଭୋଗ ଲାଗିଲା ପରେ ଜାତିନିର୍ବିଶେଷରେ ସମସ୍ତେ ଖାଆନ୍ତି (ଶ୍ରୀକ୍ଷେତ୍ର ଓ ଲିଙ୍ଗରାଜ, ଭୁବନେଶ୍ୱର) Places (like purī or Bhubaneṡwara). where boiled rice is offered to the Deities and partaken indiscriminately by the Hindus.
|
| 3892 |
ଅନ୍ନଗନ୍ଧି |
- Annagandhi (ସଂ.ବି.) - ଉଦରାମୟ ରୋଗ A disease of the bowels; indigestion.
|
| 3893 |
ଅନ୍ନଛତ୍ର |
- Annachhatra (ଦେ.ବି.) - (ସଂ. ଅନ୍ନସତ୍ର) ଅନ୍ନଦାନ କରାଯିବା ସ୍ଥାନ A place where prepared food is distributed amongst the poor.
|
| 3894 |
ଅନ୍ନଛାଡ଼ିବା |
- Annachhāṟḍḏibā (ଦେ.କ୍ରି.) - (କୌଣସି ବ୍ୟକ୍ତି) ଅନ୍ନ ଭୋଜନ ତ୍ୟାଗ କରିବା (ଯଥା - ସେ ଚାରି ଦିନ ହେଲା ଅନ୍ନ ଛାଡ଼ିଲାଣି) To give up taking rice or solid food.
- (କୌଣସି ବ୍ୟକ୍ତିର) ଦାନା ପାଣି ଉଠିଯିବା Going (or fated) shortly to lose his means of livelihood or service.
|
| 3895 |
ଅନ୍ନଛୁଆଁ |
Also : [ ଅନ୍ନପ୍ରାଶନ ]
- Annachhuāñ (ଦେ.ବି.) - ଅନ୍ନପ୍ରାଶନ; ଶିଶୁ ବୟସ ୬ ମାସଠାରୁ ୧ ବର୍ଷ ମଧ୍ୟରେ ତାକୁ ପ୍ରଥମେ ଖିରି ବା ଅନ୍ନ ଖୁଆଇବାର ବିଧି ବିଶେଷ The rice-eating ceremony of a baby.
|