Language Section

 

 

 

 

 

 

Dictionary : View_page

ID Main Word Content
3866 ଅନ୍ଧାରକଣା
  1. Andhārakaṇā (ଦେ.ବିଣ.) - ଅନ୍ଧାର ବା ରାତିରେ କଣା ବା ଦୃଷ୍ଟିହୀନ Night-blind; one who can not see in the night.
  2. ରାତ୍ର୍ୟନ୍ଧ ମନୁଷ୍ୟ Night-blind man.
  3. ରାତ୍ରିରେ ନ ଦିଶିବା ରୋଗ The disease by which the eyes become dim in the night; night-blindness.
3867 ଅନ୍ଧାରପକ୍ଷ
  1. Andhārapaksha (ଦେ.ବି.) - ଚାନ୍ଦ୍ରମାସର କୃଷ୍ଣପକ୍ଷ The wane of the moon; the dark fortnight of the lunar month.
  • ଜହ୍ନପକ୍ଷ, ଆଲୁଅପକ୍ଷ (ବିପରୀତ)
3868 ଅନ୍ଧାରି
  1. Andhāri (ଦେ.ବି.) - ନାହାଚାଳିଆଘରର ହାତିଅନ୍ଧରେ କାନ୍ଥର ଉପର ଓ ମଥାନ ମଧ୍ୟରେ ଥିବା ମେଲା ତ୍ରିକୋଣାକାର ଅଂଶ Gable
  2. ଘର ହାତିଅନ୍ଧରେ ଯେଉଁ ପଟା ମାରିବା ଦ୍ୱାରା କାନ୍ଥ ଉପରେ ଥିବା ମେଲା ଅଂଶ ବନ୍ଦ କରାଯାଏ The planks put on the gable to shut the triangular opening below the roof and above the walls.
  3. ଅନ୍ଧକାର ସମୟ; ରାତ୍ରୀକାଳ Night time.
  4. ଅନ୍ଧକାରସମ୍ବନ୍ଧୀୟ Relating to darkness.
  5. ଅନ୍ଧକାରମୟ; ଅନ୍ଧାରିଆ Dark.
3869 ଅନ୍ଧାରିଆ
  1. Andhriā (ଦେ.ବିଣ.) - ଅନ୍ଧକାରମୟ Dark; full of darkness.
  2. (ଲକ୍ଷଣାର୍ଥ) ଅଜ୍ଞାନ; ଜ୍ଞାନହୀନ Ignorant; dunce.
  3. ଜାଳୁଜାଳୁଆ (ଦେଖାଯିବା); ଝାପସା dim.
3870 ଅନ୍ଧାରିତ
  1. Aandhārita (ଦେ.ବିଣ.) - ଅନ୍ଧକାରାଚ୍ଛନ୍ନ Darkened.
Page 774 of 845



expoodisha.com

 

Other Dictionary