Language Section

 

 

 

 

 

 

Dictionary : View_page

ID Main Word Content
3856 ଅନ୍ଧର୍‌ଚୋଦ
  1. Andharchod (ପ୍ରାଦେ/ସମ୍ବଲପୁର (ବିଣ.) - (ଗାଳିରେ ବ୍ୟବହୃତ) ମୂର୍ଖ; ନିର୍ବୋଧ (a term of abuse) Foolish; stupid.
3857 ଅନ୍ଧର ଲଉଡ଼ି

Also : [ ଅନ୍ଧର ନଉଡ଼ି ] 

  1. Andhara lauṟḍ̠i (ଦେ.ବି.) - ଅନ୍ଧ ଯେପରି ଯଷ୍ଟି ସାହାଯ୍ୟରେ ଚାଲେ ସେହିପରି କୌଣସି ବ୍ୟକ୍ତି ଯାହାକୁ ଆଶ୍ରୟ କରି ଚଳେ; ଏକମାତ୍ର ଆଶ୍ରୟ Sole support; sole help of a person.  

[ ଉ. ] ଅନ୍ଧର ଲଉଡ଼ି ମୋର ଦରିଦ୍ର ପସରା। (ବିଦଗ୍ଧଚିନ୍ତାମଣି - ଅଭିମନ୍ୟୁ ସାମନ୍ତସିଂହାର)

3858 ଅନ୍ଧରାଇବା
  1. Andharāibā (ପ୍ରାଦେ/ ସମ୍ବଲପୁର କ୍ରି.) - ଅନନ୍ୟଗତିକ ହେବା To be resourceless.
3859 ଅନ୍ଧଲା
  1. Andhalā (ପ୍ରାଦେ/ ଗଡ଼ଜାତ/ ସମ୍ବଲପୁର ବିଣ.) - ଅନ୍ଧ Blind.
  2. ଅନ୍ଧାରମୟ Dark.
  3. ଯାହା ସ୍ପଷ୍ଟରୂପେ ଦେଖାଯାଏ ନାହିଁ Dim.
3860 ଅନ୍ଧସ୍‌
  1. Andhas (ସଂ.ବି.) - ଯାହା ଭୋଜନ କରାଯାଏ; ଅନ୍ନ; ପକ୍ୱାନ୍ନ; ଭାତ Boiled rice.
Page 772 of 845



expoodisha.com

 

Other Dictionary