Language Section

 

 

 

 

 

 

Dictionary : View_page

ID Main Word Content
3851 ଅନ୍ଧପଟଳ

Also : [ ଅନ୍ଧପୁଟଳି, ଅନ୍ଧପଟି, ଅନ୍ଧପୁଟଳା, ଅନ୍ଧପୁଟିଳି, ଅନ୍ଧପୋଟଳି, ଅନ୍ଧପୁଟୁଳି ] 

  1. Andhapaṭaḻa (ସଂ.ବି.) - ମନୁଷ୍ୟ ବା ପଶୁ କିଛି ପଦାର୍ଥ ଦେଖି ପାରିବ ନାହିଁ, ଏଥିପାଇଁ ଆକ୍ଷି ଉପରେ ବନ୍ଧା ଯିବା ପଟୀ A band tied over the eye on account of which one cannot see any thing; a buffer over the eyes.
3852 ଅନ୍ଧପରମ୍ପରାନ୍ୟାୟ
  1. Andhaparamparānyāya (ସଂ.ବି.) - ଅନ୍ଧ ଅନ୍ଧକୁ ବାଟ କଢ଼ାଇବାର ଉଦାହରଣ ଜଣେ ଅନ୍ଧ ଅନ୍ୟ ଅନ୍ଧକୁ ବାଟ କଢ଼ାଇଲେ, ଦୁହେଁଯାକ ଗାତରେ ପଡ଼ନ୍ତି ଏହି ନ୍ୟାୟ) The allegory of a blind man leading another blind man, one stumbling the other stumbles.
3853 ଅନ୍ଧବୁଝାମଣା
  1. Andhabujhāmaṇā (ଦେ.ବି.) - ଅନ୍ୟାୟ ବିଚାର; ଅବିଚାର  Injustice.
3854 ଅନ୍ଧବେଭାର
  1. Andhabebhāra (ଦେ.ବି.) -  (ସଂ. ଅନ୍ଧବ୍ୟବହାର)  ଆଖି ନ ଥିବା ଲୋକର ବ୍ୟବହାର ପରି ଦେଖାଇବା ବ୍ୟବହାର ବା ଆଚରଣ  An act resembling that of a blind man.
3855 ଅନ୍ଧର୍‌
  1. Andhar (ପ୍ରାଦେ/ସମ୍ବଲପୁର.) - (ଅନ୍ଧରୀ—ସ୍ତ୍ରୀ) ଅନ୍ଧ Blind.
Page 771 of 845



expoodisha.com

 

Other Dictionary