Language Section

 

 

 

 

 

 

Dictionary : View_page

ID Main Word Content
3841 ଅନ୍ଧକାନ୍ତକ

Also : [ ଅନ୍ଧକରିପୁ

  1. Andhakāntaka (ସଂ.ବି.) - ତୀର୍ଥବିଶେଷ (ଏଠାରେ ମହାଦେବ ଅନ୍ଧକ ନାମକ ଅସୁରକୁ ମାରିଥିଲେ)  Name of a sacred place where Mahādeba killed the demon Andhaka
3842 ଅନ୍ଧକାର
  1. Andhakāra (ସଂ.ବି.) - ତିମିର; ଅନ୍ଧାର (ଅନ୍ଧକାର) Darkness; gloom.
  2. (ଦେ.ବିଣ.) - ଅନ୍ଧାରୁଆ Dark; gloomy.
3843 ଅନ୍ଧକାରି
  1. Andhakāri (ସଂ.ବି.) -  (ଅନ୍ଧକରିପୁ) ଶିବ Ṡiba.
3844 ଅନ୍ଧକୂପ
  1. Andhaku̲pa (ସଂ.ବି.) - ଅନ୍ଧକାରମୟ କୂପ ବା ଗର୍ତ୍ତ A dark pit or a black hole.
  2. ଅବ୍ୟବହୃତ ଅନ୍ଧାରିଆ କୂଅ A dark unused well.
  3. ନରକ ବିଶେଷ A dark part of hell.
  4. ବାୟୁଚଳନଶୂନ୍ୟ ଅନ୍ଧକାର ଗୃହ Unventilated dungeon.
  5. ଯେଉଁ ଗାତ ବା ଖଣିର ଉପରେ ପତ୍ର ଓ ଡାଳ ଘୋଡ଼ିଆ ହୋଇଥାଏ; ଏଥିରେ ପ୍ରାଣୀମାନେ ଗଳି ପଡ଼ନ୍ତି A hidden well; a pit-fall.
  • ଅନ୍ଧକୂପ ହତ୍ୟା 
  1. Andhakūpahatyā (ଦେ.ବି.) - ଇତିହାସରୁ ଜଣାପଡ଼େ ୧୭୫୬ ସାଲରେ ବଙ୍ଗଦେଶର ନବାବ ସିରାଜଉଦ୍ଦୌଲା ଶତାଧିକ ଇଂରେଜ ପୁରୁଷ ଓ ମହିଳାଙ୍କୁ କଲିକତାର ଯେଉଁ ଛୋଟ ଘରେ ବନ୍ଦୀ କରି ରଖିଥିଲେ। (ପରଦିନ ସକାଳକୁ ବିଶୁଦ୍ଧ ବାୟୁର ଅଭାବରୁ ସେଥିରୁ ଅଧିକାଂଶ ଲୋକ ମରି ଯାଇଥିବାର ଦେଖାଗଲା। ଯେଉଁଠାରେ ଏହା ଘଟିଥିଲା ସେଠାରେ ସରକାରଙ୍କ ନିର୍ମିତ ଗୋଟିଏ ସ୍ମୃତିମନ୍ଦିର ଅଛି।) The black hole-masacre.
3845 ଅନ୍ଧତ୍‌କାର

Also : [ ଅନ୍ଧକାର

  1. Andhatkāra (ଗ୍ରା.ବି./ବିଣ) - ତିମିର; ଅନ୍ଧାର (ଅନ୍ଧକାର) Darkness; gloom.
  2. (ଦେ.ବିଣ.) - ଅନ୍ଧାରୁଆ Dark; gloomy. 
Page 769 of 845



expoodisha.com

 

Other Dictionary