Language Section

 

 

 

 

 

 

Dictionary : View_page

ID Main Word Content
3766 ଅନ୍ତର୍ବର୍ତ୍ମ
  1. Antarbartma (ସଂ.ବି.) ଭୂଗର୍ଭ ମଧ୍ୟରେ ଦୁଇସ୍ଥାନକୁ ଯୋଗ କରୁଥିବା ବାଟ  Subterranean roads; under-ground roads.
3767 ଅନ୍ତର୍ବର୍ତ୍ମା
  1. Antarbạrtmā (ସଂ.ବିଣ.) - ଯହିଁରେ ଭୂଗର୍ଭସ୍ଥ ରାସ୍ତାମାନ ଥାଏ  Having subterranean roads.
3768 ଅନ୍ତର୍ବଳି ଅର୍ଶ
  1. Antarbaḻi arṡa (ସଂ.ବି.) ଗୁହ୍ୟଦ୍ୱାର ମଧ୍ୟ ସ୍ଥଳରେ ବଳି ବା କ୍ଷତ ଜନ୍ମିବା ଅର୍ଶୋରୋଗବିଶେଷ Internal Piles.
3769 ଅନ୍ତର୍ବସ୍ତ୍ର

Also : [ ଅନ୍ତର୍ବାସ ]

  1. Antarbastra (ସଂ.ବି.) ଯେଉଁ ବସ୍ତ୍ର ଭିତରେ ପରିଧାନ କରାଯାଏ  Under-wear; under-garment.
3770 ଅନ୍ତର୍ବାଣି
  1. Antarbāṇi (ସଂ.ବିଣ.) (ସରସ୍ୱତୀ; ଯାହାଙ୍କ ହୃଦୟରେ ବାଣୀ ଅଛନ୍ତି) ଶାସ୍ତ୍ରବେତ୍ତା; ପଣ୍ଡିତ Learned.
Page 754 of 845



expoodisha.com

 

Other Dictionary