Language Section

 

 

 

 

 

 

Dictionary : View_page

ID Main Word Content
3756 ଅନ୍ତର୍ଦ୍ଦ୍ବାର

Also : [ ଅନ୍ତର୍ଦ୍ବାର ]

  1. Abtarddwāra (ସଂ.ବି.) ଗୁପ୍ତ ଦ୍ୱାର; ଚୋରି କବାଟ A secret door-way, a spring-door.
  2. ଗଳିକବାଟ; ବାଡ଼ିଦୂଆର A private door.
3757 ଅନ୍ତର୍ଦ୍ଧା

Also : [ ଅନ୍ତର୍ଦ୍ଧାନ ]

  1. Antarddhā (ସଂ.ବି.) ଅଦୃଶ୍ୟ ହେବା Disappearance.
  2. ତିରୋଧାନ; ଲୁଚିଯିବା Concealment; hiding.
  3. ବ୍ୟବଧାନ Space between; interstic.
3758 ଅନ୍ତର୍ଦ୍ଧାନ

Also : [ ଅନ୍ତର୍ଦ୍ଧା, ଅନ୍ତରଧ୍ୟାନ, ଅନ୍ତରଧାନ, ଅନ୍ତରଧିଆନ, ଅନ୍ତର୍ଧ୍ୟାନ, ଅନ୍ତର୍ଧାନ ]

  1. Antarddhāna (ସଂ.ବି.) ଅଦୃଶ୍ୟ ହେବା Disappearance.
  2. ତିରୋଧାନ; ଲୁଚିଯିବା Concealment; hiding.
  3. ବ୍ୟବଧାନ Space between; interstic.
3759 ଅନ୍ତର୍ଦ୍ଧାନ ହେବା
  1. Antarddhāna hebā (ଦେ.କ୍ରି.) ଅଦୃଶ୍ୟ ହେବା To disappear; to vanish. ବ୍ୟାସ ଅନ୍ତର୍ଦ୍ଧାନ ହୋଇ ତହୁଁ ଚଳିଗଲେ। ସାରଳା ମହାଭାରତ, ମଧ୍ୟ।
3760 ଅନ୍ତର୍ଦ୍ଧ୍ୟାନ
  1. Antarddhyāna (ସଂ.ବି.) ଗଭୀର ଆନ୍ତରିକ ମନୋନିବେଶ; ଅଭିନିବେଶ  Profound meditation; concentration.
  • (ଅନ୍ତର୍ଦ୍ଧାନ) 
  1. (ଗ୍ରା.ବି.) - ଅଦୃଶ୍ୟ ହେବା Disappearance.
  2. ତିରୋଧାନ; ଲୁଚିଯିବା Concealment; hiding.
  3. ବ୍ୟବଧାନ Space between; interstic.
Page 752 of 845



expoodisha.com

 

Other Dictionary