Language Section

 

 

 

 

 

 

Dictionary : View_page

ID Main Word Content
3776 ଅନ୍ତର୍ବେଦି

Also : [ ଅନ୍ତର୍ବେଦୀ ] 

  1. Antarbedi (ସଂ.ବି.) - ଦୁଇ ନଦୀର ମଧ୍ୟବର୍ତ୍ତୀ ସ୍ଥାନ; ଜୋଆବ୍ (ଦୋଆବ୍‌)  Land between two rivers.
  2. ବ୍ରହ୍ମାବର୍ତ୍ତ ଦେଶ; ପ୍ରୟାଗଠାରୁ ହରିଦ୍ୱାର ପର୍ଯ୍ୟନ୍ତ ଗଙ୍ଗା ଯମୁନାର ମଧ୍ୟବର୍ତ୍ତୀ ଦେଶ The country between the Ganges and the J̄amunā (from Allahabad to Hardwar.)
  • (ଅନ୍ତର୍ବେଦୀ) Antarbedī
  1. ମଥୁରା, ବୃନ୍ଦାବନ ଓ ତନ୍ନିକଟବର୍ତ୍ତୀ ପ୍ରଦେଶମାନଙ୍କରେ କଥିତ ପ୍ରାକୃତ ଶୌରସେନୀ ଭାଷାରୁ ଉତ୍ପନ୍ନ ଏକପ୍ରକାର ହିନ୍ଦୀ ଭାଷାA dialect of Hindi spoken round Mathurā and Bṛundābana. 
3777 ଅନ୍ତର୍ବେଶିକ
  1. Antarbeṡika (ସଂ.ବିଣ.) ଅନ୍ତଃପୁର ରନ୍ଧକ; ଅନ୍ତଃପୁରଚାରୀ  Male-servant of the harem.
  • ଅନ୍ତର୍ବେଶିକା - (ସ୍ତ୍ରୀ)
3778 ଅନ୍ତର୍ଭାବ
  1. Antarbhāba (ସଂ.ବି.) ଆନ୍ତରିକ ପ୍ରକୃତି ବା ଅବସ୍ଥା Internal nature.
  2. ଅନ୍ତର୍ନିବେଶ Inclusion.
3779 ଅନ୍ତର୍ଭୂତ
  1.  Antarbhūta (ସଂ.ବିଣ.) ଅନ୍ତର୍ଗତ; ମଧ୍ୟସ୍ଥିତ Included in; comprised in; contained in
  2. ମାନସିକ; ହୃଦ୍‌ଗତ Inner; mental
  3. ଲୀନ Disappeared.
3780 ଅନ୍ତର୍ମନାଃ
  1. Antarmanāḥ (ସଂ.ବିଣ.) - ସମାହିତ ଚିତ୍ତ Contemplative
  2. ବିଷଣ୍ଣ Melancholy.
  3. ଉଦ୍‌ବିଗ୍ନ; ବ୍ୟାକୁଳ Anxious
  4. ଗୁଢ଼ଚେତା; ଯାହାର ମନ ଜାଣି ହୁଏ ନାହିଁ Self-contained; reserved.
Page 756 of 845



expoodisha.com

 

Other Dictionary