| 3761 |
ଅନ୍ତର୍ନିହିତାନୁପ୍ରାସ |
- Antarnihitānuprāsa (ଦେ.ବି.) - ଅନୁପ୍ରାସ ବିଶେଷ A sort of alliteration.
|
| 3762 |
ଅନ୍ତର୍ବଂଶିକ |
Also : [ ଅନ୍ତର୍ବେଶିକ ]
- Antarbaṁṡika (ସଂ.ବିଣ.) - ଅନ୍ତଃପୁର ରନ୍ଧକ; ଅନ୍ତଃପୁରଚାରୀ Male-servant of the harem.
|
| 3763 |
ଅନ୍ତର୍ବମନ |
- Antarbamana (ସଂ.ବି.) - ଅଜୀର୍ଣ୍ଣ Indigestion.
|
| 3764 |
ଅନ୍ତର୍ବର୍ତ୍ତୀ |
- Antarbarttī (ସଂ.ବିଣ.) - ମଧ୍ୟବର୍ତ୍ତୀ; ମଧ୍ୟଗତ; ମଧ୍ୟରେ ଥିବା Existing within.
- ଅନ୍ତର୍ଗତ Comprised in.
- ଭିତରେ ଥିବା Internal.
- ଅନ୍ତର୍ବର୍ତ୍ତିନୀ - (ସ୍ତ୍ରୀ)
|
| 3765 |
ଅନ୍ତର୍ବର୍ତ୍ନୀ |
- Antarbartnī (ସଂ.ବିଣ.) - ଗର୍ଭବତୀ; ଅନ୍ତଃସତ୍ତ୍ୱା Quick with child; pregnant.
|