Language Section

 

 

 

 

 

 

Dictionary : View_page

ID Main Word Content
3751 ଅନ୍ତର୍ଜାତୀୟ ଆଇନ୍‌
  1. Antarjātīya āin (ଦେ.ବି.) - ଯେଉଁ ଆଇନ ଦ୍ୱାରା ଅନେକ ଜାତି ପରସ୍ପରର ସମ୍ପର୍କ ଓ କର୍ତ୍ତବ୍ୟକୁ ନିୟନ୍ତ୍ରିତ କରନ୍ତି International law.
3752 ଅନ୍ତର୍ଜାତୀୟ ମହାସଭା
  1. Antarjātīya mahāsabhā (ସଂ.ବି.) ବହୁ ଜାତିଙ୍କ ମଧ୍ୟରେ ବସିବା ସମ୍ମିଳନୀ; ପରସ୍ପର ମଧ୍ୟରେ ସମ୍ପର୍କ ଓ କର୍ତ୍ତବ୍ୟକୁ ଲିପିବଦ୍ଧ କରିବା ପାଇଁ ଗଠିତ ସଭା League of nations; international Congress.
3753 ଅନ୍ତଜ୍ୟୋତିଃ
  1. Antarjyotiḥ (ସଂ.ବି.) ଅନ୍ତରିକ ତେଜ The inward light.
  2. ଅନ୍ତରାତ୍ମା The soul.
3754 ଅନ୍ତର୍ଦ୍ଦଶାହ
  1. Antarddaṡāha (ସଂ.ବି.) - ସୂତକ ବା ମୃତକାଶୌଚର ଦଶ ଦିନ ଅତୀତ ହୋଇ ନ ଥିବା ଅବସ୍ଥା State of 10 days not having passed after a birth of death amongst agnates.
3755 ଅନ୍ତର୍ଦ୍ଦେଶ

Category : [ Geography ]

Also : [ ଅନ୍ତର୍ଦେଶ ]

  1. Antarddeṡa (ସଂ.ବି.) (ଭୂଗୋଳ) ଦୁଇ ପର୍ବତର ମଧ୍ୟବର୍ତ୍ତୀ ସ୍ଥାନ (Geography) Valley; a strip of land between two mountains.
  2. ଅଭ୍ୟନ୍ତର ପ୍ରଦେଶ Interior.
Page 751 of 845



expoodisha.com

 

Other Dictionary