| 3746 |
ଅନ୍ତର୍ଜଳୀ |
- Antarjaḻī (ସଂ.ବିଣ.) - ମୃତ୍ୟୁ ପୁର୍ବରୁ ଯାହାର ଶରୀରର ନିମ୍ନାଂଶ ଜଳ ମଧ୍ୟରେ ନିମଜ୍ଜିତ କରାଯାଇଥାଏ (daying person) Laid with the lower limbs dipped into water.
|
| 3747 |
ଅନ୍ତର୍ଜଳୋତ୍ସ |
- Antarjaḻotsa (ସଂ.ବି.) - ଭୂଗର୍ଭୋତ୍ଥିତ ଜଳ ପ୍ରସ୍ରବଣ Artesan wells; subterranean. springs.
|
| 3748 |
ଅନ୍ତର୍ଜ୍ବଳନ |
- Antarjwaḻana (ସଂ.ବି.) - (ବିଜ୍ଞାନପରିଭାଷା) ଅଭ୍ୟନ୍ତରୀଣ ଦାହକ୍ରିୟା Internal combustion.
- ଦେହ ଭିତରେ ପୋଡ଼ା ଜଳା Burning sensation under the system; inward inflammation.
|
| 3749 |
ଅନ୍ତର୍ଜାତ |
- Antarjāta (ସଂ.ବିଣ.) - ସହଜାତ; ଦେହ ମଧ୍ୟରେ ଜାତ Inborn; innate.
|
| 3750 |
ଅନ୍ତର୍ଜାତୀୟ |
- Antarjātīya (ସଂ.ବିଣ.) - ଭିନ୍ନ ଭିନ୍ନ ଜାତି ମଧ୍ୟରେ ଥିବା ସମ୍ବନ୍ଧବିଷୟକ International.
- ବହୁଜାତିସମନ୍ୱିତ Relating to many nations.
|