Language Section

 

 

 

 

 

 

Dictionary : View_page

ID Main Word Content
3741 ଅନ୍ତର୍ଗତ
  1. Antargata (ସଂ.ବିଣ.) ମଧ୍ୟଗତ Include in; situated in the interior.
  2. ସୀମାନ୍ତର୍ବର୍ତ୍ତୀ; ସୀମାର ଭିତରେ Situated inside the limit of.
  3. ମାନସିକ; ହୃଦ୍‌ଗତ Inward; mental.
  4. ବିସ୍ତୃତ Forgotten.
  5. (ଦେ.ବି.) ହୃଦୟ; ମନ  Heart; mind.
  6. ମାନସିକ ଭାବ Mental condition.
  • ଅନ୍ତର୍ଗତା - (ସ୍ତ୍ରୀ)
  • ବହିର୍ଗତ - (ବିପରୀତ)
3742 ଅନ୍ତର୍ଗଳ

Category : [ Plant ]

  1. Antargaḻa (ସଂ.ବି.) ନୀଳ ଦାସକେରଣ୍ଟା; ପୁଷ୍ପଗୁଳ୍ମବିଶେଷ A kind of flowering plant.
3743 ଅନ୍ତର୍ଗୃହ

Category : [ House ]

  1. Antargṛuha (ସଂ.ବି.) ଗମ୍ଭୀରି ଘର; ଘର ଭିତରର ଘର Inner house; house within a house; cellar.
3744 ଅନ୍ତର୍ଜଳ
  1. Antarjaḻa (ସଂ.ବି.) - ଭୂଗର୍ଭସ୍ଥିତ ଜଳ Subterranean water.
  2. ଜଳ ମଧ୍ୟରେ ସ୍ଥାପନ ବା ନିମଜ୍ମନ (ହିନ୍ଦୁମାନେ ମୃତ୍ୟୁ ପୂର୍ବରୁ ମୁମୂର୍ଷୁ ବ୍ୟକ୍ତିର ଶରୀରକୁ ଗଙ୍ଗା ଆଦି ନଦୀ ନିକଟକୁ ନେଇ ଦେହର ନିମ୍ନାଂଶକୁ ଜଳ ମଧ୍ୟରେ ବୁଡ଼ାଇ ରଖନ୍ତି। ଏହାର ନାମ 'ଅନ୍ତର୍ଜଳ') The dipping into water; a ceremony with the Hindus performed with the dying body of a Hindu when it is taken to a sacred river and the lower limbs dipped into the water and the body laid on the bank till death.
3745 ଅନ୍ତର୍ଜଳା

Also : [ ଅନ୍ତର୍ଜଳି ]

  1. Antarjaḻā (ସଂ.ବି.) - ଜଳ ମଧ୍ୟରେ ସ୍ଥାପନ ବା ନିମଜ୍ମନ (ହିନ୍ଦୁମାନେ ମୃତ୍ୟୁ ପୂର୍ବରୁ ମୁମୂର୍ଷୁ ବ୍ୟକ୍ତିର ଶରୀରକୁ ଗଙ୍ଗା ଆଦି ନଦୀ ନିକଟକୁ ନେଇ ଦେହର ନିମ୍ନାଂଶକୁ ଜଳ ମଧ୍ୟରେ ବୁଡ଼ାଇ ରଖନ୍ତି। ଏହାର ନାମ 'ଅନ୍ତର୍ଜଳ') The dipping into water; a ceremony with the Hindus performed with the dying body of a Hindu when it is taken to a sacred river and the lower limbs dipped into the water and the body laid on the bank till death.
Page 749 of 845



expoodisha.com

 

Other Dictionary