Language Section

 

 

 

 

 

 

Dictionary : View_page

ID Main Word Content
3736 ଅନ୍ତରୀକ୍ଷ
  1. Antarīksha (ସଂ. ବି.) - (ଯାହା ମଧ୍ୟରେ ନକ୍ଷତ୍ର ଦେଖା ଯାଆନ୍ତି ବା ଅନ୍ତର=ମଧ୍ୟ+ଈକ୍ଷ ଧାତୁ=ଦେଖିବା+ଅ; ଯାହା ମଧ୍ୟ ଦେଇ ଦେଖାଯାଏ) ଆକାଶ; ଗଗନମଣ୍ଡଳ; ଶୂନ୍ୟ The sky; etherial space.
  2. ଅଭ୍ରଧାତୁ; ମେଘନାଳ Mica
3737 ଅନ୍ତରୀପ

Category : [ Geography ]

  1. Antarīpa (ସଂ. ବି.) - (ଯହିଁର ଶେଷରେ ବା ସୀମାରେ ଜଳ ଥାଏ) (ଭୂଗୋଳ) ତିନିଦିଗରେ ଜଳବେଷ୍ଟିତ ସରୁଆ ଭୂମିଖଣ୍ଡ Cape; promontory; headland.
  2. ଦ୍ୱୀପ Island.
3738 ଅନ୍ତରୀୟ
  1. Antarīya (ସଂ. ବି.) - ଅଧୋବସ୍ତ୍ର; ଯେଉଁ ଲୁଗାକୁ ଅଣ୍ଟା ତଳକୁ ପିନ୍ଧାଯାଏ Under cloth; lower garment.
3739 ଅନ୍ତରେ
  1. Antare (ଦେ.କ୍ରି.ବିଣ.) - (ସମୟ ବା ସ୍ଥାନ) ମଧ୍ୟରେ; ଭିତରେ At the middle; within.
  2. ଶେଷରେ At the end.
  3. ହୃଦୟରେ In the mind.
  4. ବ୍ୟବଧାନରେ At intervals of.
  5. ଦୁଇ ବସ୍ତୁର ମଧ୍ୟରେ Between; betwixt.
  6. ବହୁ ଲୋକ ବା ବସ୍ତୁ ମଧ୍ୟରେ Among.
  7. (ସମୟ) ପରେ After.
3740 ଅନ୍ତରେଣ
  1. Antareṇa (ସଂ.କ୍ରି.ବିଣ.) ବିନା; ବ୍ୟତୀରେକେ without.
  2. ମଧ୍ୟରେ Inside.
  3. ପ୍ରତି Towards.
  4. ପରେ; ଅନନ୍ତର After.
Page 748 of 845



expoodisha.com

 

Other Dictionary