Language Section

 

 

 

 

 

 

Dictionary : View_page

ID Main Word Content
3726 ଅନ୍ତରାପତ୍ୟା
  1. Antarāpatyā (ସଂ.ବିଣ.) - ଗର୍ଭିଣୀ; ଗର୍ଭବତୀ Pregnant; quick with child.
3727 ଅନ୍ତରାଭବଦେହ

Category :Philosophy ]

  1. Antarābhabadeha (ସଂ.ବି.) (ଦର୍ଶନ) ପ୍ରାଣୀ ମରିବା ପରେ ଓ ପୁନର୍ଜନ୍ମ ଲାଭ କରିବା ପୂର୍ବରୁ ଯେଉଁ ଶରୀର ଧାରଣ କରେ (Philosophy) The spiritual existence after death and before rebirth
3728 ଅନ୍ତରାୟ
  1. Antarāya (ସଂ.ବି.) ପ୍ରତିବନ୍ଧକ; ବାଧା; ବିଘ୍ନ Impediment. obstacle; hindrance; bar.
  2. ବ୍ୟବଧାନ Interval.
  3. ଆଢ଼ୁଆଳ; ଉହାଡ଼, ଦୁଇ ବସ୍ତୁର ମଧ୍ୟବର୍ତ୍ତୀ ସ୍ଥାନ Intermediate space; space between two objects.
3729 ଅନ୍ତରାଳ
  1. Antarāḻa (ସଂ.ବି.) ବ୍ୟବଧାନ Interval.
  2. ଆଢ଼ୁଆଳ; ଉହାଡ଼, ଦୁଇ ବସ୍ତୁର ମଧ୍ୟବର୍ତ୍ତୀ ସ୍ଥାନ Intermediate space; space between two objects.
3730 ଅନ୍ତରାଳେ
  1. Antarāḻe (ସଂ.କ୍ରି.ବିଣ.) (ସଂ. ଅନ୍ତରାଳ) ମଧ୍ୟରେ Within.

 [ ଉ ] ଶୁଣି କମ୍ପିଲେ ଦିଗପାଳେ। ପୁରିଲା ମହୀ ଅନ୍ତରାଳେ।। (- ଜଗନ୍ନାଥ ଦାସ, ଭାଗବତ)

Page 746 of 845



expoodisha.com

 

Other Dictionary