Language Section

 

 

 

 

 

 

Dictionary : View_page

ID Main Word Content
3716 ଅନ୍ତରଧ୍ୟାନ

Also : [ ଅନ୍ତରଧାନ, ଅନ୍ତରଧିଆନ, ଅନ୍ତର୍ଦ୍ଧାନ ]

  1. Antaradhyāna (ସଂ.ବି.) - ଅଦୃଶ୍ୟ ହେବା Disappearance.
  2. ତିରୋଧାନ; ଲୁଚିଯିବା Concealment; hiding.
  3. ବ୍ୟବଧାନ Space between; interstic.
3717 ଅନ୍ତରପୁଅ
  1. Antarapua (ଦେ.ବି.) - ଦାସୀଗର୍ଭଜାତ ପୁଅ  Illegitimate son; a son born of one's concubine.
3718 ଅନ୍ତରଭଉଣୀ
  1. Antarabhaunī (ଦେ.ବି.) (କ୍ଷତ୍ରିୟମାନଙ୍କର) ପିତାଙ୍କ ରକ୍ଷିତା ସ୍ତ୍ରୀ- ଗର୍ଭଜାତ ଭଉଣୀ— One's sister born of father's concubine.
3719 ଅନ୍ତରଭାଇ
  1. Antarabhāi (ଦେ.ବି.) (କ୍ଷତ୍ରିୟମାନଙ୍କର) ପିତାଙ୍କ ରକ୍ଷିତା ସ୍ତ୍ରୀଗର୍ଭଜାତ ଭାଇ One's brother born of father's concubine.
3720 ଅନ୍ତରଭାଇଆ
  1. Antarabhāiā (ଦେ.ବି.) ରକ୍ଷିତା ସ୍ତ୍ରୀଗର୍ଭଜାତ ବଂଶଧରଗଣ One's illegitimate agnatic relations.
Page 744 of 845



expoodisha.com

 

Other Dictionary