Language Section

 

 

 

 

 

 

Dictionary : View_page

ID Main Word Content
3701 ଅନ୍ତବୁଜୁଳା

Also : [ ଅନ୍ତବୁଜୁଳି, ଅନ୍ତପୁଟା, ଅନ୍ତପୁଟି ]

  1. Antabujuḻā (ଦେ.ବି.) - ଉଦରର ନାଡ଼ୀପଟଳ; ପେଟ ଭିତରେ ଥିବା ନାଡ଼ି ଓ ମୁଣୀ ଆଦି (ଏଥିରେ ଜୀର୍ଣ୍ଣ ହୋଇ ନ ଥିବା ଖାଦ୍ୟ ଆଦି ଥାଏ)  Entrails; bowels.
3702 ଅନ୍ତବୁଜୁଳି

Also : [ ଅନ୍ତବୁଜୁଳା, ଅନ୍ତପୁଟା, ଅନ୍ତପୁଟି, ଅନ୍ତମାଳା ]

  1. Antabujuḻi (ଦେ.ବି.) - ଉଦରର ନାଡ଼ୀପଟଳ; ପେଟ ଭିତରେ ଥିବା ନାଡ଼ି ଓ ମୁଣୀ ଆଦି (ଏଥିରେ ଜୀର୍ଣ୍ଣ ହୋଇ ନ ଥିବା ଖାଦ୍ୟ ଆଦି ଥାଏ)  Entrails; bowels.
3703 ଅନ୍ତଭାଗ
  1. Antabhāga (ସଂ.ବି.) - ଶେଷଭାଗ; ଶେଷାଂଶ  The last part; the last portion.
  2. (ଦେ.ବି.) - (ପାଦ୍ରୀଙ୍କ ଭାଷା)  ବାଇବଲର ଶେଷଗ୍ରନ୍ଥ The New Testament of the Bible.
3704 ଅନ୍ତମୁଣା

Also : [ ଅନ୍ତବୁଜୁଳା, ଅନ୍ତବୁଜୁଳି ଅନ୍ତପୁଟା, ଅନ୍ତପୁଟି, ଅନ୍ତମାଳା ]

  1. Antamuṇā (ଗ୍ରା.ବି.) - ଉଦରର ନାଡ଼ୀପଟଳ; ପେଟ ଭିତରେ ଥିବା ନାଡ଼ି ଓ ମୁଣୀ ଆଦି (ଏଥିରେ ଜୀର୍ଣ୍ଣ ହୋଇ ନ ଥିବା ଖାଦ୍ୟ ଆଦି ଥାଏ)  Entrails; bowels.

 

3705 ଅନ୍ତର୍‌
  1. Antar (ସଂ.ଅ.) - (ଏହା ଅନ୍ୟ ଶବ୍ଦର ପୂର୍ବରେ ବ୍ୟବହୃତ ହୋଇ ନିମ୍ନଲିଖିତ ଅର୍ଥମାନ ବୁଝାଏ) ମଧ୍ୟରେ (ଯଥା- ଅନ୍ତର୍ଭୁକ୍ତ; ଅନ୍ତର୍ଗତ). Within.
  2. ଶେଷରେ (ଯଥା - ଅନ୍ତଃସୀମା) At the end.
  3. ଦୂର (ଯଥା - ଅନ୍ତର୍ଜାତୀୟ) Distant.
  4. ବ୍ୟବଧାନ (ଯଥା - ଅନ୍ତରାଳ) Space.
  5. ମନଃସମ୍ବନ୍ଧୀୟ (ଯଥା - ଅନ୍ତର୍ବ୍ଯଥା) Mental.
  6. ହୃଦୟରେ (ଯଥା - ଅନ୍ତର୍ଜ୍ୱାଳା) Heart.
Page 741 of 845



expoodisha.com

 

Other Dictionary