Odia Dictionary


Back

ଅନ୍ତପୁଟା

Also : [ ଅନ୍ତପୁଟି, ଅନ୍ତମାଳା ]




  1. Antapuṭā (ଦେ.ବି.) - (ସଂ. ଅନ୍ତଃପୁଟ) - ଉଦରର ନାଡ଼ୀପଟଳ; ପେଟ ଭିତରେ ଥିବା ନାଡ଼ି ଓ ମୁଣୀ ଆଦି (ଏଥିରେ ଜୀର୍ଣ୍ଣ ହୋଇ ନ ଥିବା ଖାଦ୍ୟ ଆଦି ଥାଏ)  Entrails; bowels.