| 3696 |
ଅନ୍ତପିତ୍ତ ଦୁହିଁ ହେବା |
- Antapitta duhiñ hebā (ଦେ.ବି.) - ଅତି କ୍ରୋଧରେ ଜର୍ଜରିତ ହେବା; ରାଗରେ ଅସମ୍ଭାଳ ହେବା Being med with anger.
|
| 3697 |
ଅନ୍ତପୁଟା |
Also : [ ଅନ୍ତପୁଟି, ଅନ୍ତମାଳା ]
- Antapuṭā (ଦେ.ବି.) - (ସଂ. ଅନ୍ତଃପୁଟ) - ଉଦରର ନାଡ଼ୀପଟଳ; ପେଟ ଭିତରେ ଥିବା ନାଡ଼ି ଓ ମୁଣୀ ଆଦି (ଏଥିରେ ଜୀର୍ଣ୍ଣ ହୋଇ ନ ଥିବା ଖାଦ୍ୟ ଆଦି ଥାଏ) Entrails; bowels.
|
| 3698 |
ଅନ୍ତପୁଡ଼ା |
Also : [ ଅନ୍ତପୁଟା ]
- Antapuṟḍ̠ā (ଗ୍ରା.ବି.) - ଉଦରର ନାଡ଼ୀପଟଳ; ପେଟ ଭିତରେ ଥିବା ନାଡ଼ି ଓ ମୁଣୀ ଆଦି (ଏଥିରେ ଜୀର୍ଣ୍ଣ ହୋଇ ନ ଥିବା ଖାଦ୍ୟ ଆଦି ଥାଏ) Entrails; bowels.
|
| 3699 |
ଅନ୍ତବର୍ଣ୍ଣ |
Also : [ ଅନ୍ତ୍ୟବର୍ଣ୍ଣ ]
- Antabarṇṇa (ଗ୍ରା.ବି.) - (ସଂ. ଅନ୍ତ୍ୟବର୍ଣ୍ଣ) ନୀଚଜାତି Low caster.
- ଶୂଦ୍ର A Sūdra.
- ସର୍ବଶେଷ ଅକ୍ଷର The last letter.
|
| 3700 |
ଅନ୍ତବାସୀ |
- Antabasi (ସଂ.ବିଣ.) - ସମୀପବର୍ତ୍ତୀ Adjoining.
- ନିକଟରେ ବାସ କରୁଥିବା Living near.
- (ସଂ.ବି.) - ଶିଷ୍ୟ; ଛାତ୍ର Student; pupil; disciple.
- ଚଣ୍ଡାଳ; ଅସ୍ପୃଶ୍ୟ ଜାତି The pariah.
|