Language Section

 

 

 

 

 

 

Dictionary : View_page

ID Main Word Content
3501 ଅନୁମରଣ
  1. Anumaraṇa (ସଂ.ବି.) ସ୍ୱାମୀ ମୃତ୍ୟୁ ପରେ ସ୍ତ୍ରୀର ଚିତାହରୋଣ ବା ପ୍ରାଣ ବିସର୍ଜନ; ମୃତ ସ୍ୱାମୀର ଅନୁଗମନ Self-immolation of a Hidhu-widow some days after her husband's death.

[ ଦ୍ର ]   ସ୍ୱାମୀ ମୃତ୍ୟୁ ସମୟରେ ସ୍ତ୍ରୀ ଗର୍ଭବତୀ ଥିଲେ, କିମ୍ବା ସ୍ୱାମୀ ବିଦେଶରେ ମଲେ ସ୍ୱାମୀର କୌଣସି ସଙ୍କେତ ଧରି କେତେକ ଦିନ ପରେ ବିଧବାର ଚିତାରୋହଣ।]

3502 ଅନୁମାନ

Also : [ ଅନୁମା ]

  1. Anumāna (ସଂ.ବି.) - ଅନ୍ଦାଜ Inference.
  2. ହେତୁଦ୍ୱାରା ସ୍ଥିରୀକରଣ Drawing a conclusion from given premises; deduction; induction.
  3. କଳ୍ପନା Supposition; hypothesis.
3503 ଅନୁମାନସିଦ୍ଧ
  1. Anumānasiddha (ସଂ.ବିଣ.) - ଅନୁମାନ ଦ୍ୱାରା ମୀମାଂସିତ Settled by gusses.
3504 ଅନୁମାନ ହେବା
  1. Anumāna hebā (ଗ୍ରା.କ୍ରି.) - ବୋଧହେବା To seem.
3505 ଅନୁମାନିବା
  1. Anumānibā (ଗ୍ରା.କ୍ରି.ପଦ୍ୟ) - ଅନୁମାନ କରିବା  To guess. 
Page 701 of 845



expoodisha.com

 

Other Dictionary