| 3511 |
ଅନୁମୃତା |
Also : [ ଅନୁମରଣ ]
- Anumṛutā (ସଂ.ବିଣ.) - ଯେଉଁ ସ୍ତ୍ରୀ ସ୍ୱାମୀଙ୍କ ମୃତ୍ୟୁର କିଛି ଦିନ ପରେ ଚିତାରୋହଣ କରେ (wife) who courts death some days after her husband's death by ascending the funeral pyre.
|
| 3512 |
ଅନୁମେୟ |
- Anumeya (ସଂ.ବିଣ.) - ଅନୁମାନବୋଧ Capable of being inferred or guessed.
- ଅନୁମାନ ଦ୍ୱାରା ଯାହା ସାଧିତ ହୁଏ Deductible; inferable.
|
| 3513 |
ଅନୁମୋଦନ |
- Anumodana (ସଂ.ବି.) - ଆହ୍ଲାଦ ପ୍ରକାଶପୂର୍ବକ ସମ୍ମତି The act of consenting gladly; hearty consent.
- ଉଚିତ ବୋଲି ସ୍ୱୀକାର କରିବା Approval.
- ପ୍ରବର୍ତ୍ତନ The act of persuading.
- ସମ୍ମତି କରିବା; ସମର୍ଥନ Assent.
|
| 3514 |
ଅନୁମୋଦନ କରିବା |
- Anumodana karibā (ଦେ.କ୍ରି.) - କୌଣସି ପ୍ରସ୍ତାବରେ ଆହ୍ଲାଦର ସହିତ ସମ୍ମତି ଦେବା To endorse or support gladly; to support or approve heartily a proposal.
|
| 3515 |
ଅନୁମୋଦିତ |
- Anumodita (ସଂ.ବିଣ.) - ଯେଉଁ ବିଷୟକୁ ଅନୁମୋଦନ କରାଯାଇଅଛି; ଅନୁଜ୍ଞାତ; ଅନୁମତ Approved.
- ସଦୃଶ Similar.
- ପ୍ରୋତ୍ସାହିତ Encouraged.
- (ଜଣକ ଦ୍ୱାରା ସଭାରେ ପ୍ରସ୍ତାବିତ ହୋଇଥିବା ବିଷୟ ଦ୍ୱିତୀୟ ବ୍ୟକ୍ତିଦ୍ୱାରା) ସମ୍ମତ (proposal) Seconded at a meeting.
|