Language Section

 

 

 

 

 

 

Dictionary : View_page

ID Main Word Content
3506 ଅନୁମାନୋକ୍ତି
  1. Anumānokti (ସଂ.ବି.) - (ଅଳଙ୍କାରବିଶେଷ) ତର୍କାନୁସାରେ ଉକ୍ତି (A figure in rhetoric) A hypothetical figure of speech.

 [ ଦ୍ର ] ଏଥିରେ ବର୍ଣ୍ଣିତ ବିଷୟକୁ ଅନୁମାନ ଦ୍ୱାରା ଅନ୍ୟ ବିଷୟ ରୂପେ କଳ୍ପନା କରାଯାଏ।

3507 ଅନୁମାପକ
  1. Anumāpaka (ସଂ.ବି.) - (ନ୍ୟାୟ ଶାସ୍ତ୍ର) ଅନୁମାନର ହେତୁ  Premises for a hypothesis.
3508 ଅନୁମିତ
  1. Anumita (ସଂ.ବିଣ.) - ଯେଉଁ ବିଷୟକୁ ଅନୁମାନ କରା ଯାଇଅଛି (matter) Inferred; guessed; conjectured.
  2. ହେତୁଦ୍ୱାରା ନିଶ୍ଚିତ  Concluded.
  3. ଅନୁମାନଦ୍ୱାରା ସ୍ଥିରୀକୃତ  Deduced.
  4. କଳ୍ପିତ Imagined.
3509 ଅନୁମିତି
  1. Anumiti (ସଂ.ବି.) - ଅନୁମାନଜନ୍ୟ ଜ୍ଞାନ The faculty of interence.
  2. ଅନୁମାନକରଣ Act of drawing inference.
  3. (ନ୍ୟାୟଶାସ୍ତ୍ର) କଳ୍ପନା ବା ଅନୁମାନଦ୍ୱାରା ଜାତ ଅନୁଭବ ବିଶେଷ Deduction by inference.
3510 ଅନୁମୁଖ
  1. Anumukha (ଦେ.ପଦ୍ୟ.ବିଣ) - ପ୍ରସନ୍ନ Cheerful; glad.
Page 702 of 845



expoodisha.com

 

Other Dictionary