| 3491 |
ଅନୁଭୂତ |
- Anubhūta (ସଂ.ବିଣ.) - ଉପଲବ୍ଧ Perceived; realised.
- ଅବଗତ Experienced.
- ଜ୍ଞାତ Felt; known.
- ପରିଚିତ Known; familiarised.
|
| 3492 |
ଅନୁଭୂତି |
- Anubhūti (ସଂ.ବି.) - ଉପଲବ୍ଧି; ପ୍ରତ୍ୟକ୍ଷୀକରଣ Intuition; perception.
- ଜ୍ଞାନ Feeling
- ଅଙ୍ଗେ ନିଭାଇବା; ଅନୁଭବ Experience.
[ ଦ୍ର ] ଅନୁଭୂତି ଚାରି ପ୍ରକାର ଯଥା - ପ୍ରତ୍ୟକ୍ଷ (Direct through senses); ଅନୁମିତି (By guess or inference); ଉପମିତି (By coparison) ଓ ଶାବ୍ଦ (By sounds or words)]
|
| 3493 |
ଅନୁଭୂତିପ୍ରକାଶ |
- Anubhūtiprakāṡa (ସଂ.ବି.) - ବିଦ୍ୟାରଣ୍ୟ ମୁନି ପ୍ରଣୀତ ଦ୍ୱାଦଶ ଉପନିଷଦର ବ୍ୟାଖ୍ୟା The explanation of 12 Upanishadas by the sage Bidyāraṇya
- ମାଧବାଚାର୍ଯ୍ୟ ପ୍ରଣିତ ଉପନିଷଦ୍ The Upanishad complied by Madhabāchārj̄ya.
|
| 3494 |
ଅନୁଭୂତିସ୍ବରୂପାଚାର୍ଯ୍ୟ |
Category : [ Name ]
- Anubhūtiswarūpāchārj̄ya (ସଂ.ବି.) - ସାରସ୍ୱତୀ ପ୍ରକ୍ରୀୟା ବ୍ୟାକରଣର ପ୍ରଣେତା The another of the Sāraswatī Prakriyā Ka̲u̲mudi (a sanskrit grammar).
|
| 3495 |
ଅନୁମତ |
- Anumata (ସଂ.ବିଣ.) - କ୍ଷମତା; ଅଧିକାର ବା ଆଜ୍ଞାପ୍ରାପ୍ତ Authorised; commanded; ordered.
- ଅନୁଜ୍ଞାତ Assented to.
- ଅନୁମତିପ୍ରାପ୍ତ Allowed; permitted.
- ସ୍ୱୀକୃତ Agreed to.
- ଅନୁମୋଦିତ Approved.
- (ଗ୍ରା.ପଦ୍ୟ.ବିଣ.) - ପ୍ରମତ୍ତMaddened. (ଅପସରୀ କିନ୍ନରୀ ଯେ ନୃତ୍ୟ ଅନୁମତ। - ସାରଳା ମହାଭାରତ)
- ରତ Addicted to.
|