| 3396 |
ଅନୁଦ୍ଦେଶ |
- Anuddeṡa (ସଂ.ବି.) - (ନ+ଉଦ୍ଦେଶ; ଉଦ୍ଦେଶ୍ୟ; ଗତିବିଧି ବା ସମ୍ବାଦର ଅଭାବ) ନିରୁଦ୍ଦେଶ; ସ୍ଥାନତ୍ୟାଗୀ ବ୍ୟକ୍ତିର ବହୁକାଳ ସମ୍ବାଦ ନ ପାଇବା Absence of any trace of a lost or absconding person.
- କୌଣସି ବିଷୟ ପ୍ରତି ମନୋଯୋଗର ଅଭାବ Want of attention to any subject.
|
| 3397 |
ଅନୁଦ୍ଧୃତ |
- Anuddhṛuta (ସଂ.ବିଣ.) - (ନ+ଉଦ୍ଧୃତ=ଉଦ୍ଧାର କରାଯାଇ ନ ଥିବା) ଯାହା ଅନ୍ୟ ପୁସ୍ତକରୁ ଅଣାଯାଇ ଲେଖା ହୋଇ ନାହିଁ (any literary passage) Not quoted or cited (from any other book)
- ଅନୁତ୍ଥାପିତ Not rescued.
- ଅନୁତ୍ତୋଳିତ; ଯାହା ଉପରକୁ ଉଠା ଯାଇ ନାହିଁ Not lifted or held up.
|
| 3398 |
ଅନୁଦ୍ବାହ |
- Anudbāha (ସଂ.ବି.) - କୌମାର ଅବସ୍ଥା; ଅବିବାହିତ ଅବସ୍ଥା The state of a bachelor; unmarried condition celibacy.
|
| 3399 |
ଅନୁଦ୍ବିଗ୍ନ |
- Anudbigna (ସଂ.ବିଣ.) - (ନ+ଉଦ୍ବିଗ୍ନ; ଚିନ୍ତିତ ନ ହେବା) ଉତ୍କଣ୍ଠା ରହିତ Free from anxiety; easy in mind.
- ଅକ୍ଷୋଭିତ Free from consternation.
- ଅନୁଦ୍ବେଗ - (ବି.)
- ଅନୁଦ୍ବିଗ୍ନା - (ସ୍ତ୍ରୀ)
|
| 3400 |
ଅନୁଦ୍ବେଗ |
- Anudbega (ସଂ.ବି.) - (ନ+ଉଦ୍ବେଗ; ଚିନ୍ତାହୀନତା) ଅଚିନ୍ତା Absence of consternation.
- ଉତ୍କଣ୍ଠାର ଅଭାବ Absence of anxiety.
- ଅନାକୁଳତା Absence of mental perplexity.
|