| 3391 |
ଅନୁଦାର |
- Anudāra (ସଂ.ବିଣ.) - (ନ+ଉଦାର=ଯେ ଉଚ୍ଚ ନୁହେ) ନୀଚମନା Ignoble.
- ଅସାଧୁ Mean; low.
- କ୍ଷୁଦ୍ରମନା Illiberal; narrow-minded.
- କୃପଣ Miserly.
|
| 3392 |
ଅନୁଦାସ |
- Anudāsa (ସଂ.ବି.) - ଦାସର ଦାସ Slave of slave.
|
| 3393 |
ଅନୁଦିତ |
- Anudita (ସଂ.ବିଣ.) - (ନ+ଉଦିତ; ଉଦିତ ହୋଇ ନ ଥିବା; ଉଚ୍ଚାରିତ ହୋଇ ନ ଥିବା) ଅପ୍ରକାଶିତ; ଉଦିତ ହୋଇ ନ ଥିବା Not risen.
- ଅନୁକ୍ତ Not uttered; not pronounced.
- ଯାହା ଦୃଷ୍ଟିଗୋଚର ହୋଇ ନାହିଁ Not yet appeared.
|
| 3394 |
ଅନୁଦିନ |
Also : [ ଅନୁଦିନେ ]
- Anudina (ସଂ.କ୍ରି.ବିଣ.) - ପ୍ରତିଦିନ; ପ୍ରତ୍ୟହ Daily; every day.
|
| 3395 |
ଅନୁଦ୍ଦିଷ୍ଟ |
- Anuddishṭa (ସଂ.ବିଣ.) - (ନ+ଉଦ୍ଦିଷ୍ଟ; ଯାହାର ଉଦ୍ଦେଶ୍ୟ ବା ରହିବାର ସ୍ଥାନ ବା ଗତିବିଧି କେହି ଦେଖୁନାହି ; ଯାହାର ସମ୍ବାଦ ବା ଗତିବିଧି ବହୁକାଳ ହେଲା ମିଳି ନାହିଁ) ନିରୁଦ୍ଦେଶ୍ୟ Whole movements or whereabout are not known; not heard of for a long time.
- ଅନୁଦ୍ଦେଶ - (ବି.)
- ଅନୁଦ୍ଦିଷ୍ଟା - (ସ୍ତ୍ରୀ)
|