| 3376 |
ଅନୁଜ୍ଞାପତ୍ର |
- Anujn̄āpatra (ସଂ.ବି.) - ଲିଖିତ ଆଦେଶ; ଆଜ୍ଞାପତ୍ର Written authority; an order in writing.
- ଅନୁମତିପତ୍ର Written permission.
- ସ୍ୱୀକାରପତ୍ର Deed of consent.
|
| 3377 |
ଅନୁତପ୍ତ |
- Anutapta (ସଂ.ବିଣ.) - ଅନୁତାପଗ୍ରସ୍ତ; ଯେ ପଶ୍ଚାତ୍ତାପ କରୁଅଛି; ପସ୍ତାଉଥିବା Repenting; repentant; remorseful; penitent.
- ଦୁଃଖିତ Pained; sorry; sorrowing.
- ଅନୁତପ୍ତା - (ସ୍ତ୍ରୀ)
- ଅନୁତାପ - (ବି.)
|
| 3378 |
ଅନୁତର୍ଷ |
- Anutarsha (ସଂ.ବି.) - ତୃଷ୍ଣା; ପିପାସା; ଶୋଷ Thirst.
- ଅଭିଳାଷ; ବଳବତୀ ଇଚ୍ଛା Hankering after.
- (ଯେଉଁ ପାତ୍ର ସାହାଯ୍ୟରେ ତୃଷା ନିବାରିତ ହୁଏ) ପାନପାତ୍ର; ମଦ୍ୟପାନପାତ୍ର Wine-glass; goblet.
|
| 3379 |
ଅନୁତର୍ଷଣ |
- Anutarshaṇa (ସଂ.ବି.) - ତୃଷ୍ଣା; ପିପାସା; ଶୋଷ Thirst.
- ଅଭିଳାଷ; ବଳବତୀ ଇଚ୍ଛା Hankering after.
- (ଯେଉଁ ପାତ୍ର ସାହାଯ୍ୟରେ ତୃଷା ନିବାରିତ ହୁଏ) ପାନପାତ୍ର; ମଦ୍ୟପାନପାତ୍ର Wine-glass; goblet.
|
| 3380 |
ଅନୁତାପ |
- Anutāpa (ସଂ.ବି.) - ପଶ୍ଚାତ୍ତାପ; ଅନୁଶୋଚନା; ଅବସୋସ; କୌଣସି କାର୍ଯ୍ୟ କରି ସାରିବା ପରେ ମନରେ ଅନୁଭୂତ ଦୁଃଖ Regret; repentance; remorse; penitence.
- ମନୋବେଦନା; ମନୋଦୁଃଖ Mental pain.
|