Language Section

 

 

 

 

 

 

Dictionary : View_page

ID Main Word Content
3366 ଅନୁଚ୍ଛେଦ
  1. Anuchchheda (ସଂ.ବି.) - (ଅନୁ=ଏକତ୍ର+ଛେଦ; ସନ୍ଧି ଯୋଗୁଁ 'ଛ' ର ଦ୍ୱିତ୍ୱ) କୌଣସି ପ୍ରବନ୍ଧରେ ଏକତ୍ର ଲେଖା ଥିବା ବାକ୍ୟଚୟ Paragraph; continuous portions of a writing.
3367 ଅନୁଚ୍ଛନ୍ଦଯମକ
  1. Annuchhandaj̄amaka (ଦେ.ବି.) - (ଅଳଙ୍କାର) ଯମକବିଶେଷ  A sort of alliteration.

 [ ଉ ]  ରମଣୀମଣି ସାର ସର ସାର ସଂସାର / ଶାରଙ୍ଗ ରଙ୍ଗ ବରଧନ। ଧନର ନରସିବା ଶିବାରି ବାରି ଦେବା ଦେବାଦି ବାଦିର କା ମାନରେ। ମାନିନୀର, ନୀରସ ରସଦା ହେବାର। ବାର ତର ତରେ ବିହର, ହରଷ ରସ ଭାବ ଭାବ ନବମ ଯିବ ଜୀବର ବରସୁଖ ଘର ରେ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।

3368 ଅନୁଜ
  1. Anuja (ସଂ.ବିଣ.) - ଯେ ପଛରେ ଜନ୍ମ ହୋଇଅଛି Born afterwards.
  2. କନିଷ୍ଠ Junior.
  3. (ସଂ.ବି.) - କନିଷ୍ଠ ଭ୍ରାତା; ସାନ ଭାଇ Younger borther.
  4. ଉଦ୍ଭିଦବିଶେଷ; କ୍ରାୟମାଣା ଓ ପୌଣ୍ଡରୀକ ଗଛ A cadet.
  • ଅଗ୍ରଜ - (ବିପରୀତ)
  • ଅନୁଜା -  (ସ୍ତ୍ରୀ)
3369 ଅନୁଜା
  1. Anujā (ସଂ.ବିଣ.) -  (ସ୍ତ୍ରୀ) ଯେ ପଛରେ ଜନ୍ମ ହୋଇଅଛି Born afterwards.
  2. କନିଷ୍ଠ Junior.
  3. (ସଂ.ବି.) - କନିଷ୍ଠ ଭ୍ରାତା; ସାନ ଭାଇ Younger borther.
  4. ଉଦ୍ଭିଦବିଶେଷ; କ୍ରାୟମାଣା ଓ ପୌଣ୍ଡରୀକ ଗଛ A cadet.
  • ଅଗ୍ରଜା - (ବିପରୀତ)
  • ଅନୁଜ -  (ପୁ)
3370 ଅନୁଜନ୍ମା

Also : [ ଅନୁଜ, ଅନୁଜା ]

  1. Anujanmā (ସଂ.ବିଣ.) - ଯେ ପଛରେ ଜନ୍ମ ହୋଇଅଛି Born afterwards.
  2. କନିଷ୍ଠ Junior.
  3. (ସଂ.ବି.) - କନିଷ୍ଠ ଭ୍ରାତା; ସାନ ଭାଇ Younger borther. 
Page 674 of 687



expoodisha.com

 

Other Dictionary