| ID | Main Word | Content |
|---|---|---|
| 3356 | ଅନୁଚିକୀର୍ଷା |
|
| 3357 | ଅନୁଚିତ |
|
| 3358 | ଅନୁଚିତତା |
[ ଦ୍ର ] ଯେଉଁ ଶବ୍ଦ ପ୍ରୟୋଗ ଦ୍ୱାରା ବର୍ଣ୍ଣନୀୟ ବିଷୟର ଅପକର୍ଷ ସାଧିତ ହୁଏ, ତାହାକୁ ଅନୁଚିତତା କହନ୍ତି। ଯଥା - ପର ନାଶେ ପଟୁ ଯାହାଙ୍କ ପରଶୁ। କେତେ ଆ ହେଲେ ରଣେ ଯଜ୍ଞ ପଶୁ। ରାଧାନାଥ, ନନ୍ଦିକେଶ୍ୱରୀ। ଏଠାରେ ଯୁଦ୍ଧମୃତ୍ୟରେ କାତରତାବ୍ୟଞ୍ଜକ ପଶୁ ଶବ୍ଦ ପ୍ରୟୋଗ ଅନୁଚିତତା ଦୋଷ ଅଟେ। କୁଳମଣି, ଅଳଙ୍କାର ତରଙ୍ଗିଣୀ। |
| 3359 | ଅନୁଚିନ୍ତା | Also : [ ଅନୁଚିନ୍ତନ ]
|
| 3360 | ଅନୁଚ୍ଚ |
|
Other Dictionary |

