Language Section

 

 

 

 

 

 

Dictionary : View_page

ID Main Word Content
2981 ଅନରଗଳ

Also : [ ଅନର୍ଗଳ ]

  1. Anaragaḻa (ଗ୍ରା.ବି.) - ବାଧାରହିତ Unhindered; free from obstruction.
  2. ମଝିରେ ମଝିରେ ବନ୍ଦ ହେଉ ନ ଥିବା; ଅବିରାମ Uninterrupted.
  3. ନିରଙ୍କୁଶ Unfettered.
  4. ଅପ୍ରତିବନ୍ଧ Unrestrained.
  5. ସ୍ୱେଚ୍ଛାଚାରୀ  Licentious.
  6. ସ୍ୱାଧୀନ Free; independent.
  7. ଯହିଁରେ କିଳିଣୀ ନ ଥାଏ  Having no bar.
  8. (ଗ୍ରା.ବିଣ.) - ଅତି ଦୃଢ଼ Very strong.
  9. ଅବିଶ୍ରାନ୍ତଭାବରେ  Uninterruptedly.
  10. ଗଡ଼ ଗଡ଼ କରି (କହିବା) Very fluently. (ଯଥା - ବକ୍ତା ଅନରଗଳ କହି ଯାଉଥାନ୍ତି; ଆମେ ତାଙ୍କ ଆଡ଼କୁ ବଲ ବଲ କରି ଚାହିଁଥାଉଁ)
  • ଅନରଗଳା - (ସ୍ତ୍ରୀ)
2982 ଅନରଣ୍ୟ

Category : [ Name ]

  1. Anaraṇya (ସଂ.) - ସୂର୍ଯ୍ୟବଂଶୀୟ ଅଯୋଧ୍ୟାର ରାଜାବିଶେଷ (ରାବଣ ଦିଗ୍ବିଜୟ ସମୟରେ ଏହାଙ୍କୁ ବଧ କରିବାରୁ ଏ ଅଭିଶାପ ଦେଇଥିଲେ ଯେ ମୋ ବଂଶଧର ହାତରେ ତୁ ନିହତ ହେବୁ) Name of a king of the Solar Dynasty.
2983 ଅନରାରୀ
  1. Anarārī (ବୈ.ବି.) - (ଇଂ. ଅନରାରୀ) ଅବୈତନିକ Honorary.
2984 ଅନରାରୀ ମାଜିଷ୍ଟ୍ରେଟ୍‌
  1. Anarārī majishṭret (ବୈ.ବି.) - (ଇଂ. ଅନରାରୀ ମାଜିଷ୍ଟ୍ରେଟ୍) ଫଉଜଦାରୀ ମକଦ୍ଦମା ବିଚାର କରିବା ପାଇଁ ସରକାରଙ୍କ ମନୋନୀତ ଅବୈତନିକ ମାଜିଷ୍ଟ୍ରେଟ Honorany Magistrate.
2985 ଅନର୍କ ଚତୁର୍ଦ୍ଦଶୀ
  1. Anarka chaturddaṡī (ସଂ.ବି.) - କାର୍ତ୍ତିକ ଶୁକ୍ଳଚତୁର୍ଦ୍ଦଶୀ Name of the 14th day of the bright fortnight of the month of Kārttika
Page 597 of 605



expoodisha.com

 

Other Dictionary