| 2991 |
ଅନର୍ଘରାଘବ |
Category : [ Name ]
- Anargharāghaba (ସଂ.) - ମୁରାରି କବିକୃତ ରାମଚରିତାତ୍ମକ ସଂସ୍କୃତ ନାଟକ Title of a Sanskrit drama by Murāri.
|
| 2992 |
ଅନର୍ଘ୍ୟ |
- Anarghya (ସଂ.ବିଣ.) - ଅମୂଲ୍ୟ Priceless.
- ଯାହା ମୂଲ୍ୟବାନ୍ ନୁହେ Not valuable
|
| 2993 |
ଅନର୍ଥ |
- Anartha (ସଂ.ବି.) - ମନ୍ଦ; ଅନିଷ୍ଟ; ଅଶୁଭ Evil; injury.
- କ୍ଷତି Damage.
- ଅସୁବିଧା Inconvenience.
- ଅକାମିକା ବସ୍ତୁ Worthless or useless object.
- ଅପ୍ରତ୍ୟାଶିତ ମନ୍ଦ ଘଟନା Dissappointing occurrence.
- ଅପ୍ରୟୋଜନ Want of use or necessity.
- (ଦେ.ବି.) - ବିବାଦ Dispute.
- କଳିକଜିଆ Quarrel.
- ଅଯୋଗ୍ୟ Worthless.
- ଅପ୍ରୟୋଜନୀୟ; ବେଦରକାରୀ; ଅକାମିକା; ବୃଥା Useless; unnecessary.
- ନିରର୍ଥକ; ଅର୍ଥହୀନ Having no meaning; nonsensical.
- ଯାହାର ଅମୁକ ଅର୍ଥ ନ ହୋଇ ଆଉ ଗୋଟିଏ ଅର୍ଥ ଥାଏ Having not that (but another) meaning.
- ଯାହା ମନ୍ଦ ଫଳ ବା ଅଶୁଭ ଜାତ କରେ Producing evil or misfortune.
- ଅଲାଭକରUnprofitable.
- ଦୁର୍ଭାଗା Unfortunate.
|
| 2994 |
ଅନର୍ଥକ |
- Anarthaka (ସଂ.ବିଣ.) - ବୃଥାରେ In vain.
- ଅପ୍ରୟୋଜନରେ Unnecessarily.
- (ସଂ.ବି.) - ଅସମ୍ବନ୍ଧ ପ୍ରଳାପ Incoherent talk; raving.
- କ୍ଷତି Damage.
- ଅସୁବିଧା Inconvenience.
- ଅକାମିକା ବସ୍ତୁ Worthless or useless object.
- ଅପ୍ରତ୍ୟାଶିତ ମନ୍ଦ ଘଟନା Dissappointing occurrence.
- ଅପ୍ରୟୋଜନ Want of use or necessity.
|
| 2995 |
ଅନର୍ଥକର |
- Anarthakara (ସଂ.ବିଣ.) - ଅଶୁଭକର Producing evil or misfortune.
- ବୃଥା କାର୍ଯ୍ୟ କରିବା Doing what is useless or worthless.
- ଅଲାଭଜନକ Unprofitable.
|