Language Section

 

 

 

 

 

 

Dictionary : View_page

ID Main Word Content
2706 ଅଧ୍ବପତି
  1. Adhwapati (ସଂ.ବି.) - ସୂର୍ଯ୍ୟ The sun.
  2. ରାସ୍ତା ପରିଦର୍ଶକ ରାଜକର୍ମଚାରୀ  Inspector of the road; a road-overseer (Engineer)
2707 ଅଧ୍ବର
  1. Adhwara (ସଂ.ବି.) (ଯାହା ମନୁଷ୍ୟକୁ ସ୍ୱର୍ଗପଥ ଦାନ କରେ)  ଯଜ୍ଞ; ଯାଗ Fire-sacrifice.
  2. ସୋମ ଯାଗ Sacrifice with Soma juice.
  3. ଯେ କୁଟିଳ ହୁଏ ନାହିଁ; ଅଷ୍ଟାବସୁଙ୍କ ମଧ୍ୟରୁ ଏକତମ One of the eight Basu Deities.
  4. ଆକାଶ Sky.
  5. ବାୟୁ The air.
  6. (ସଂ.ବିଣ.) ଅବତ୍ର Not crooked.
  7. ଅଭଗ୍ନ Not broken.
  8. ମନୋଯୋଗୀ Intent; attentive.
  9. ଧାରାବାହିକ Uninterrupted.
  10. ସ୍ଥାୟୀ Durable.
  11. ମଜ୍ଭୁତ୍ Sound.
  12. ସାବଧାନ Careful; cautious.
  • (ଅଧ୍ୱରା - (ସ୍ତ୍ରୀ)
2708 ଅଧ୍ବରଥ
  1. Adhwaratha (ସଂ.ବି.) ପଥଗମନୋପଯୋଗୀ ରଥ A car fit for the road; a roadster car.
  2. ଯେଉଁ ଗାଡ଼ିରେ ପଥିକମାନେ ଯିବା ଆସିବା କରନ୍ତି A travelling coach.
  3. (ବହୁବ୍ରୀହି) ଅଧ୍ୱନ୍ ପଥ; ପଥ ଯାହାର ରଥସ୍ୱରୂପ ନିତ୍ୟ ବ୍ୟବହୃତ - ପଥ ବିଷୟରେ ଅଭିଜ୍ଞ ଦୂତ  A courier well acquainted with the roads.
  4. ପର୍ଯ୍ୟଟନ ବିଷୟରେ (ଅଭିଜ୍ଞ) ପଟୁ ଦୂତ A messenger skilled in travelling.
2709 ଅଧ୍ବର୍ଯ୍ୟୁ
  1. Adhwarj̄yu (ସଂ.ବି.) - ଯଜୁର୍ବେଦଜ୍ଞ; ଯାଜ୍ଞକ; ଋତ୍ୱିକ An officiating priest in a fire-sacrifice.
  2. ଯଜୁର୍ବେଦ The J̄ajurbeda.
  3. ଯଜୁର୍ବେଦୀ ବ୍ରାହ୍ମଣ An adherent of the J̄ajurbeda.

 [ ଦ୍ର ] ଯଜ୍ଞର ପୁରୋହିତମାନଙ୍କର ଭିନ୍ନ ଭିନ୍ନ କର୍ତ୍ତବ୍ୟ ଅନୁସାରେ ଭିନ୍ନ ଭିନ୍ନ ନାମ ଥିଲା, ଯଥା - ହୋତା, ଉଦ୍‌ଗାତା, ବ୍ରହ୍ମା, ଅଧ୍ୱର୍ଯ୍ୟୁ। ଯଜ୍ଞ ଭୂମିକୁ ମାପ କରି ଯଜ୍ଞ ବେଦୀ ନିର୍ମାଣ କରିବା, ଯଜ୍ଞ ପାତ୍ର ପ୍ରସ୍ତୁତ କରିବା, ଜଳ ଓ ସମିଧ ସଂଗ୍ରହ କରିବା, ନିଆଁ ଲଗାଇବା, ପଶୁକୁ ଆଣିବା ଓ ପଶୁକୁ ବଧ କରିବା ଅଧ୍ୱର୍ଯ୍ୟୁଙ୍କ କର୍ମ। ଏହି ସବୁ କର୍ମ କରୁ କରୁ ସେ ଯଜୁର୍ବେଦ ମନ୍ତ୍ର ବୋଲୁଥିବେ।

2710 ଅଧ୍ବଶ୍ରମ
  1. Adhwaṡrama (ସଂ.ବି.) ପଥଶ୍ରମ Weariness due to travelling.
Page 542 of 605



expoodisha.com

 

Other Dictionary