Language Section

 

 

 

 

 

 

Dictionary : View_page

ID Main Word Content
2701 ଅଧ୍ବଗ
  1. Adhwaga (ସଂ.ବି.) ପଥିକ; ବାଟୋଇ A traveller.
  2. ସୂର୍ଯ୍ୟ The sun.
  3. ଉଷ୍ଟ୍ର Camel.
  4. ଖଚରMule.
  • ଅଧ୍ବଗା - (ସ୍ତ୍ରୀ)
2702 ଅଧ୍ବଗଭୋଗ୍ୟ
  1. Adhwagabhogya (ସଂ.ବି.) (ଏହାର ଫଳ ଅଯତ୍ନଲଭ୍ୟ ହେବାରୁ) ଆମ୍ରାତକ; ଆମ୍ବଡ଼ା ଗଛ Hogplum tree (Spondias Mangifera).
  2. ଆଫ୍ରିକାର ପାନ୍ଥପାଦପ ଗଛ The travellers plant of Africa.
2703 ଅଧ୍ବଗା
  1. Adhwagā (ସଂ.ବି.) ଅଧ୍ୱଗର ସ୍ତ୍ରୀଲିଙ୍ଗ Feminine of Adhwaga.
  2. ଗଙ୍ଗାନଦୀ The river Ganges
2704 ଅଧ୍ବନୀନ
  1. Adhwanīna (ସଂ.ବିଣ.) - (ସର୍ବଦା ଭ୍ରମଣ କରିବା ଅର୍ଥରେ) ସର୍ବଦା ଭ୍ରମଣକାରୀ  Always travlling.
  2. ଭ୍ରମଣ ବା ଯାତ୍ରା କରିବାକୁ ସମର୍ଥ Able to undertake a journey.
  3. (ସଂ.ବି.) ପର୍ଯ୍ୟଟକ; ପଥିକ A travelling; way-farer.
  4. ଦ୍ରୁତଗାମୀ ପଥିକ A traveller going fast.
  5. ସୂର୍ଯ୍ୟ The sun.
2705 ଅଧ୍ବନ୍ୟ
  1.  Adhwanya (ସଂ.ବିଣ.) - (ସର୍ବଦା ଭ୍ରମଣ କରିବା ଅର୍ଥରେ) ସର୍ବଦା ଭ୍ରମଣକାରୀ  Always travlling.
  2. ଭ୍ରମଣ ବା ଯାତ୍ରା କରିବାକୁ ସମର୍ଥ Able to undertake a journey.
  3. (ସଂ.ବି.) ପର୍ଯ୍ୟଟକ; ପଥିକ A travelling; way-farer.
  4. ଦ୍ରୁତଗାମୀ ପଥିକ A traveller going fast.
  5. ସୂର୍ଯ୍ୟ The sun.
  • ଅଧ୍ୱନ୍ୟା - (ସ୍ତ୍ରୀ)
Page 541 of 605



expoodisha.com

 

Other Dictionary