| ID | Main Word | Content |
|---|---|---|
| 2526 | ଅଧିକପଦତା | Adhikapadatā (ସଂ.ବି.) - ରଚନାର ଦୋଷବିଶେଷ A defect in composition. [ଦ୍ର—ଯେଉଁ ରଚନାରେ ପ୍ରୟୋଜନାତିରିକ୍ତ ଗୋଟିଏ ଦିଓଟି ପଦ ପ୍ରୟୋଗ କରାଯାଇ ଥାଏ। [ ଦ୍ର ] ନଗରର ସମସ୍ତ ଅଟ୍ଟାଳିକାଚୟ ଭୂପତିତ ହେବା ପରି ବୋଧ ହେଲା। |
| 2527 | ଅଧିକ ବଚନ |
|
| 2528 | ଅଧିକ ବାକ୍ୟୋକ୍ତି |
|
| 2529 | ଅଧିକରଣ |
[ ଦ୍ର ] (ବ୍ୟାକରଣ) ଓଡ଼ିଆରେ ଅଧିକରଣକାରକ ଚିହ୍ନାଇବାପାଇଁ ଶବ୍ଦ ପରେ ଏ, ରେ, ଠାରେ ଚିହ୍ନ ବ୍ୟବହୃତ ହୁଏ। ଅଧିକରଣ ପ୍ରଥମତଃ ଦୁଇ ପ୍ରକାରର ଯଥା - ସ୍ଥାନାଧିକରଣ ବା ଆଧାରାଧିକରଣ, କାଳାଧିକରଣ; ଆଧାରାଧିକରଣ ପୁଣି ଚାରି ପ୍ରକାରେ ହୁଏ ଯଥା - ଏକଦେଶ, ୟାଥା - ବଣରେ ବାଘ ଅଛି। ବିଷୟ, ଯଥା - ଗଣିତରେ ତାର ଦଖଲ ଅଛି। ବ୍ୟାପ୍ତି, ଯଥା - ପୁଲାଙ୍ଗରେ ତେଲ ଅଛି। ସାମୀପ୍ୟ, ଯଥା -ନଈରେ ଘର କରି କୁମ୍ଭୀର ସାଙ୍ଗେ ବାଦ କରିବ ନାହିଁ। [ ଦ୍ର ] (ଦର୍ଶନଶାସ୍ତ୍ର) ବ୍ୟାସ ଓ ଜୈମିନୀଙ୍କ ଦର୍ଶନ ସୂତ୍ରମାନ ଭିନ୍ନ ଭିନ୍ନ ଅଧ୍ୟାୟରେ ବିଭକ୍ତ ହୋଇଅଛି। ଅଧ୍ୟାୟମାନ ପାଦରେ ବିଭକ୍ତ ହୋଇଅଛି ଓ ପାଦମାନ ଅଧିକରଣରେ ବିଭକ୍ତ ହୋଇଅଛି। ଅଧିକରଣର ୫ଟି ଅଙ୍ଗ, ଯଥା - ବିଷୟ (Subject or matter); ସଂଶୟ (Doubt or query); ପୂର୍ବପକ୍ଷ (Prima facie argument); ଉତ୍ତରପକ୍ଷ (Reply to meet the above); ସିଦ୍ଧାନ୍ତ (Final conclusion). |
| 2530 | ଅଧିକରଣ ମଣ୍ଡପ |
|
Other Dictionary |

