| 2341 |
ଅଦ୍ୟତନୀ |
- Adyatanī (ସଂ.ବିଣ.) - ଅଦ୍ୟତନର ସ୍ତ୍ରୀ ଲିଙ୍ଗ Feminine of Adyatana.
- (ସଂ.ବି.) - (ବ୍ୟାକରଣ) ଅଦ୍ୟତନ ଭୂତକାଳ The Aorist tense.
|
| 2342 |
ଅଦ୍ୟତନୀୟ |
Also : [ ଅଦ୍ୟତନ ]
- Adyatanīya (ସଂ.ବି.) - ଆଜି ଘଟିବା (ବିଷୟ ବା ଘଟନା) Happening today.
- ଆଜି ସମ୍ବନ୍ଧୀୟ Relating to today.
- ଆଜି କାଲି ପ୍ରଚଳିତ Current now-a-days.
- ଆଧୁନିକ Modern.
|
| 2343 |
ଅଦ୍ୟପ୍ରଭୃତି |
- Adyaprabhṛuti (ସଂ.ଅ.) - ଆଜିଦିନଠାରୁ From today.
- ବର୍ତ୍ତମାନ ସମୟରୁ ଆରମ୍ଭ କରି Henceforth; henceforward.
|
| 2344 |
ଅଦ୍ୟଭକ୍ଷ୍ୟ |
- Adyabhakshya (ସଂ.ବିଣ.) - ଆଜି ଯାହା ଖିଆଯିବ (food) Which is to be taken today.
|
| 2345 |
ଅଦ୍ୟଭକ୍ଷ |
Also : [ ଅଦ୍ୟଭେକ୍ ]
- Adyabhaksha (ଦେ.ବି.) - ଯାହାର ବାସି ଓଳିକି ଦାନା ନାହିଁ; ଯେଉଁ ବ୍ୟକ୍ତିର କାଲି ଖାଇବା ପାଇଁକି ସମ୍ବଳ ନାହିଁ Living from hand to mouth; having nothing to spare for tomorrow's meal.
- ଅତି ଗରିବ Very poor; indigent.
|