Language Section

 

 

 

 

 

 

Dictionary : View_page

ID Main Word Content
2331 ଅଦ୍ଭୁତଶାନ୍ତି
  1. Adbhutaṡānti (ସଂ.ବି.) - ଅଥର୍ବ ବେଦର ସପ୍ତଷଷ୍ଠିତମ ପରିଶିଷ୍ଟ Title of sixty-seventh supplement to the Atharba Beda.
  2. (ସଂ.ବିଣ.) - ଆଶ୍ଚର୍ଯ୍ୟଜନକ; ବିସ୍ମୟଉତ୍ପାଦକ Wonderful; marvellous.
2332 ଅଦ୍ଭୁତସାର
  1. Adbhutasāra (ସଂ.ବି.) - ଖଦିର ବୃକ୍ଷ The catechu tree; Mimosa Catechu.
  2. ଅଦ୍ଭୁତଦର୍ଶନ ବସ୍ତୁ ସମ୍ବନ୍ଧୀୟ ପୁସ୍ତକବିଶେଷ Name of a book on the essence of prodigies
2333 ଅଦ୍ଭୁତୋପମ
  1. Adbhutopama (ସଂ.ବିଣ.) - ଯାହା ଅଦ୍ଭୁତ ବା ବିସ୍ମୟକର ପଦାର୍ଥ ସଙ୍ଗେ ଉପମେୟ Resembling a wonder. 
  • ଅଦ୍ଭୁତୋପମା (ସ୍ତ୍ରୀ)
2334 ଅଦ୍ଭୁତୋପମା

Also : [ ଅଦ୍ଭୁତ ଉପମା ]

  1. Adbhutopamā (ସଂ.ବି.) - ଉପମାଳଙ୍କାରବିଶେଷ A figure in Rhetoric.

 [ ଦ୍ର ] କବି ବର୍ଣ୍ଣିତ ବସ୍ତୁମାନଙ୍କୁ ଅନ୍ୟ କୌଣସି ବସ୍ତୁମାନଙ୍କ ସଙ୍ଗେ ତୁଳନା କରିବା ଦ୍ୱାରା ପାଠକ ମନରେ ବିସ୍ମୟ ଉତ୍ପାଦନ କରନ୍ତି। ଯଥା - ସର୍ବ ମତରେ ସନମତ ଏମନ୍ତ ପର୍ବତ ପରେ ଜାତ ଲତା। ଲତାରୁ ଏବେ ପର୍ବତ ଜାତ ହେଲା ଚାହିଁ କମ୍ପିବେ ଊର୍ଦ୍ଧ୍ୱରେତା। ଭଞ୍ଜ, ପ୍ରେମସୁଧାନିଧି 4/2। ଅର୍ଥାତ୍ ପର୍ବତରୁ ସିନା ଲତା ଜାତ ହୁଏ କିନ୍ତୁ ବର୍ଣ୍ଣିତା ନାଗରୀ ଠାରେ ତାର ଦେହରୂପ ଲତାରୁ କୁଚରୂପ ପର୍ବତ ଜାତ ହୋଇ ଅଛି। ଅତଏବ ଏହି ଉପମା ଦ୍ୱାରା ମନରେ ବିସ୍ମୟ ଜନ୍ମୁଛି।]

2335 ଅଦ୍ମନି
  1. Admani (ସଂ.ବି.) - (ଯେ ସବୁ ପଦାର୍ଥ ଖାଇଦିଏ) ଅଗ୍ନି Fire.
Page 467 of 605



expoodisha.com

 

Other Dictionary