Language Section

 

 

 

 

 

 

Dictionary : View_page

ID Main Word Content
2346 ଅଦ୍ୟଭେକା
  1. Adyabhekā (ଦେ.ବିଣ.) - ଯେଉଁ ବ୍ୟକ୍ତିର ପିନ୍ଧିଥିବା ଲୁଗା ଖଣ୍ଡିକ ଛଡ଼ା ଅନ୍ୟ ଲୁଗା ନାହିଁ (a person) Who has got no more cloth than he is wearing.
2347 ଅଦ୍ୟଶ୍ବ

Also : [ ଅଦ୍ୟାଶ୍ବ ]

  1. Adyaṡwa (ସଂ.ବିଣ.) - ଆଜି ଓ କାଲିକୁ ମିଶାଇ— Comprising the present & the following day.
2348 ଅଦ୍ୟଶ୍ବୀନ
  1. Adyaṡwīna (ସଂ.ବିଣ.) - ଯାହା ଆଜି କିମ୍ବା କାଲି ଘଟିବାର ସମ୍ଭବ Likely to happen today or tomorrow.
  2. ଆସନ୍ନ; ଯାହା ଅବଶ୍ୟ ଆଜି କାଲି ଘଟିବ (ଯଥା - ଅଦ୍ୟଶ୍ୱୀନ ମରଣ।) Imminent.
  • ଅଦ୍ୟଶ୍ୱୀନା (ସ୍ତ୍ରୀ)
2349 ଅଦ୍ୟଶ୍ବୀନା
  1. Adyaṡwīnā (ସଂ.ବିଣ.) - ଅଦ୍ୟଶ୍ୱୀନର ସ୍ତ୍ରୀଲିଙ୍ଗ  Feminine of Adyaṡwīna.
  2. ଆସନ୍ନପ୍ରସବା (ସ୍ତ୍ରୀ); ଯେ ଆଜି ବା କାଲି ଜନ୍ମ କରିବ (a women or female-animal) Likely to be delivered of a child to day or tomorrow.
  3. (ସଂ.ବି.) - ଆସନ୍ନପ୍ରସବା ସ୍ତ୍ରୀ A female near delivery.
  4. ଆସନ୍ନପ୍ରସବା ଗାଭୀ A cow near delivery.
2350 ଅଦ୍ୟାପି
  1. Adyāpi (ସଂ.ଅ.) - ଏତେବେଳେ ମଧ୍ୟ; ବର୍ତ୍ତମାନ ମଧ୍ୟ Even now.
  2. ଏହିଲାଗେ; ବର୍ତ୍ତମାନ Just now.
  3. ଆଜିଯାକେ To this day.
  4. ବର୍ତ୍ତମାନ ପର୍ଯ୍ୟନ୍ତ Down to the present time.
  5. ଆଜିଠାରୁ Henceforth.
Page 470 of 605



expoodisha.com

 

Other Dictionary