Odia Dictionary


Back

ଅଦ୍ୟତନ


  1. Adyatana (ସଂ.ବିଣ.) - ଆଜି ଘଟିବା (ବିଷୟ ବା ଘଟନା) Happening today.

  2. ଆଜି ସମ୍ବନ୍ଧୀୟ Relating to today.

  3. ଆଜି କାଲି ପ୍ରଚଳିତ Current now-a-days.

  4. ଆଧୁନିକ Modern.

  5. (ସଂ.ବି.) - ଆଜି ଦିନର ସମ୍ପୂର୍ଣ୍ଣ ଦିବସଟି (ଦିନ ରାତି ୮ ପ୍ରହର ବା ୨୪ ଘଣ୍ଟା) ଅର୍ଥାତ୍ ଆଜି ଭୋରଠାରୁ କାଲି ଭୋର ପର୍ଯ୍ୟନ୍ତ The Whole of today (consisting of 24 hours).