Language Section

 

 

 

 

 

 

Dictionary : View_page

ID Main Word Content
2321 ଅଦ୍ବୈତବାଦୀ
  1. Adwa̲i̱tabādī ସଂ.ବିଣ.) - ଅଦ୍ୱୈତବାଦ ମତାବଲମ୍ବୀ (ହିନ୍ଦୁ)  Monotheist; Unitarian (Hindus) professing the doctrine of monism.
  2. ଏକେଶ୍ୱରବାଦୀ Believing in one God.
  •  ଅଦ୍ୱୈତବାଦିନୀ (ସ୍ତ୍ରୀ)
2322 ଅଦ୍ବୈତାଚାର୍ଯ୍ୟ

Also : [ ଅଦ୍ବୈତ ମହାପ୍ରଭୁ ]

  1. Adwa̲i̱tachārj̄ya (ଦେ.ବି.) - (ନାମ)  ଚୈତନ୍ୟଙ୍କ ସମସାମୟିକ (ପଞ୍ଚଦଶ ଶତାବ୍ଦୀର ଶେଷ ଭାଗ) ନଦିଆ ନିକଟବାସୀ ଭକ୍ତ ପଣ୍ଡିତ। ଏ ଜଣେ ଗୋସ୍ୱାମୀ ଥିଲେ ଓ ଅନେକ ବୈଷ୍ଣବ ଗ୍ରନ୍ଥ ରଚନା କରିଥିଲେ Name of a devoted pandit and Ba̲i̱sṇaba author contemporary with Ṡrī Cha̲i̱tanya.
2323 ଅଦ୍ବୈତାନନ୍ଦ
  1. Adwa̲i̱tānanda (ସଂ.ବି.) - ଅଦୈତବାଦରେ ବିଶ୍ୱାସଜନିତ ମନରେ ଜାତ ଆନନ୍ଦ The joy arising from a faith in the doctrine of monism.
  2. (ଦେ.ବି.) - ଅଦ୍ୱୈତାଚାର୍ଯ୍ୟ - ଚୈତନ୍ୟଙ୍କ ସମସାମୟିକ (ପଞ୍ଚଦଶ ଶତାବ୍ଦୀର ଶେଷ ଭାଗ) ନଦିଆ ନିକଟବାସୀ ଭକ୍ତ ପଣ୍ଡିତ। ଏ ଜଣେ ଗୋସ୍ୱାମୀ ଥିଲେ ଓ ଅନେକ ବୈଷ୍ଣବ ଗ୍ରନ୍ଥ ରଚନା କରିଥିଲେ Name of a devoted pandit and Ba̲i̱sṇaba author contemporary with Ṡrī Cha̲i̱tanya.
2324 ଅଦ୍ବୈଧ
  1. Adwa̲i̱dha (ସଂ.ବିଣ.) - ଦୁଇଭାଗରେ ବିଭକ୍ତ ହୋଇ ନ ଥିବା Not divided into two parts.
  2. ଦ୍ୱେଷରହିତ Free From malice.
  3. ସରଳ ପ୍ରକୃତିକ Straight-forward.
  4. ପୃଥକ୍ କରାଯାଇ ନ ଥିବା Not dis-united.
  5. ହିଂସା ବା ଭାଗ କରାଯାଇ ନଥିବା Not shared.
2325 ଅଦ୍ଭୁତ

Also : [ ଅଦ୍‌ଭୁତ ]

  1. Adbhuta (ସଂ.ବିଣ.) - (ଯାହା ପୂର୍ବେ ଘଟି ନାହିଁ) ଅସାଧାରଣ Extraordinary; supernatural.
  2. ଆଶ୍ଚର୍ଯ୍ୟଜନକ; ବିସ୍ମୟଉତ୍ପାଦକ Wonderful; marvellous.
  3. ରଚନା - ଭଙ୍ଗୀ ବା ଶୈଳୀରେ ବିସ୍ମୟକର ବା ଅତ୍ୟୁତ୍କୃଷ୍ଟ Marvellous in style
  4. (ସଂ.ବି.) - ସାହିତ୍ୟ ବା ରଚନା ରସବିଶେଷ; ଅଦ୍ଭୁତରସ Name of a sentiment in literature; Adbhutarasa
  5. (ନାମ) ନବମ ମନ୍ୱନ୍ତରର ଇନ୍ଦ୍ରଙ୍କ ନାମ Name of the Indra of the 9th aeon.
  6. ଆଶ୍ଚର୍ଯ୍ୟଜନକ ବିଷୟ ବା ଘଟନା A wonderful thing or occurrence; prodigy; a miracle; a marvel.
  7. ବିସ୍ମୟ Wonder; astonishment.
  8. ସାମବେଦର ପରିଶିଷ୍ଟ ବ୍ରାହ୍ମଣ ବା ଗ୍ରନ୍ଥବିଶେଷ Name of a supplementary treatise of the Sāma Beda.
Page 465 of 605



expoodisha.com

 

Other Dictionary