Language Section

 

 

 

 

 

 

Dictionary : View_page

ID Main Word Content
2326 ଅଦ୍ଭୁତକର୍ମା
  1. Adbhutakaramā (ସଂ.ବିଣ.) - ଆଶ୍ଚର୍ଯ୍ୟଜନକ କର୍ମ କଲାବାଲା (a person) Of wonderful deeds.
  2. ବିସ୍ମୟଉତ୍ପାଦକ କାରିଗରୀ ଦେଖାଇବା (ଲୋକ) Exhibiting wonderful workmanship.
2327 ଅଦ୍ଭୁତଦର୍ଶନ
  1. Adbhutadarṡana (ସଂ.ବିଣ.) - ଯାହାକୁ ଦେଖିଲେ ମନରେ ବିସ୍ମୟ ଜାତ ହୁଏ Prodigious; wonderful to look at; having a wonderful appearance.
  • ଅଦ୍ଭୁତଦର୍ଶନା (ସ୍ତ୍ରୀ)
2328 ଅଦ୍ଭୁତବ୍ରାହ୍ମଣ
  1. Adbhutabrāhmaṇa (ସଂ.ବି.) - ସାମବେଦର ପରିଶିଷ୍ଟ ବ୍ରାହ୍ମଣ ଗ୍ରନ୍ଥବିଶେଷ  Title of a supplementary treatise of the Sāma Beda.
2329 ଅଦ୍ଭୁତ ମେଷଯୁଦ୍ଧ
  1. Adbhuta meshajuddha (ଦେ.ବି.) - ଶବ୍ଦଳଙ୍କାର ବିଶେଷ A kind of artistic composition.
  2. ବିଚିତ୍ର ଅକ୍ଷର ବିନ୍ୟାସଯୁକ୍ତ ଚିତ୍ରକାବ୍ୟ ବିଶେଷ A sort of picturesque composition of Ṡḻokas.
2330 ଅଦ୍ଭୁତରସ
  1. Adbhutarasa (ସଂ.ବି.) - ସାହିତ୍ୟର ନବରସ ମଧ୍ୟରୁ ଏକତମ; ଯେଉଁ ରସଦ୍ୱାରା ମନରେ ବିଷ୍ମୟ ଉତ୍ପାଦିତ ହୁଏ  The marvellous sentiment in literature.
Page 466 of 605



expoodisha.com

 

Other Dictionary