Language Section

 

 

 

 

 

 

Dictionary : View_page

ID Main Word Content
1981 ଅତିପଥ

Also : [ ଅତିପନ୍ଥା ] 

  1. Atipatha (ସଂ.ବି.) - ସନ୍‌ମାର୍ଗ; ଉତ୍ତମ ପଥ A good road.
  2. ପ୍ରଶସ୍ତ ପଥ  A spacious road.
  3. ସାଧାରଣ ମାର୍ଗ ଅପେକ୍ଷା ଉତ୍କୃଷ୍ଟ ମାର୍ଗ A better road than common.
1982 ଅତିପର
  1. Atipara (ସଂ.ବିଣ.) - ବିଶେଷରୂପେ ଶତ୍ରୁଭାବାପନ୍ନ Very inimical.
  2. ଶତ୍ରୁଜିତ; ଶତ୍ରୁଜୟକାରୀ  One who has vanquished his enemies.
  3. (ଗ୍ରା.ବି.) - ସାତପର; ଯେଉଁ ବ୍ୟକ୍ତି ମୋର କେହି ନୁହେ An utter stranger.
  4. (ସଂ.ବି.) - ପରାକ୍ରମୀ ଶତ୍ରୁ A powerful enemy.
  5. ଉତ୍କୃଷ୍ଟ ଶତ୍ରୁ A superior enemy.
1983 ଅତିପରଚେ
  1. Atiparache (ଗ୍ରା.ବି.) - (ସଂ. ଅତିପରିଚୟ) ଅତିପରିଚୟ; ବେଜାୟ ଘନିଷ୍ଠତା Too much familiarity.
1984 ଅତିପରିଚୟ
  1. Atiparichaya (ସଂ.ବି.) -  ବେଜାୟ ଘନିଷ୍ଠତା; ଅତ୍ୟଧିକ ଦିହଘଷା ହେବା ଅବସ୍ଥା Too much familiarity; excessive intimacy. 
1985 ଅତିପାତକ
  1. Atipātaka (ସଂ.ବି.) - ଧର୍ମଶାସ୍ତ୍ର ଲିଖିତ ନବପାତକ ମଧ୍ୟରୁ ଘୃଣ୍ୟତମ ପାତକ ଶ୍ରେଣୀ A class of most heinous incests.
  2. ଅତି ଗୁରୁତର ପାପ Very heinous sin.
  • ଅତିପାତକୀ (ସ୍ତ୍ରୀ)
  • ଅତିପାତକିନୀ (ସ୍ତ୍ରୀ)

 [ ଦ୍ର ] ପୁରୁଷ ପକ୍ଷରେ ଆପଣା ମାତା, କନ୍ୟା ଓ ପୁତ୍ରବଧୂ ଏବଂ ସ୍ତ୍ରୀ ପକ୍ଷରେ ଆପଣା ପୁତ୍ର, ପିତା, ଶ୍ୱଶୁର ଓ ଜାମାତାଙ୍କ ସହବାସ ବା ସଙ୍ଗମ କଲେ ଏ ପାତକ ଘଟେ।

Page 397 of 605



expoodisha.com

 

Other Dictionary