Language Section

 

 

 

 

 

 

Dictionary : View_page

ID Main Word Content
1976 ଅତିନାମା
  1. Atināmā (ସଂ.ବି.) - ଷଷ୍ଠ ମନ୍ୱନ୍ତରର ସପ୍ତର୍ଷିଙ୍କ ମଧ୍ୟରୁ ଏକତମ  Name of one of the seven sages of the sixth Aeon.
1977 ଅତିପଞ୍ଚା
  1. Atipaāchā (ସଂ.ବି.) - ପାଞ୍ଚବର୍ଷ ବୟସ ଟପିଥିବା ବାଳିକା A girl past five years of age.
1978 ଅତିପତନ

Also : [ ଅତିପାତ ]

  1. Atipatana (ସଂ.ବି.) - ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over.
  2. ଉପର ଦେଇ ଉଡ଼ିଯିବା  Flying past.
  3. ଅପବ୍ୟୟ Waste.
  4. ଅବ୍ୟବସ୍ଥା Want of arrangement.
  5. ଗୋଳମାଳ Congusion.
  6. କର୍ତ୍ତବ୍ୟରେ ଅବହେଳା ବା ଅନାସ୍ଥା  Neglect of duty; negligence.
  7. କର୍ତ୍ତବ୍ୟ ଲଘଂନ Breach of duty.
  8. ଅକ୍ରିୟାରେ ଆସ୍ଥା Leaning or tendency towards evil actions.
  9. ସମୟ ଅତିକ୍ରାନ୍ତ ହେବା ଅବସ୍ଥା Lapse of time; limitation.
  10. ବାଧା; ବିଘ୍ନ Obstacle.
  11. କ୍ଷତି; ହାନି; ଅପଚୟ Loss; deterioration.
  12. ଦୁର୍ବ୍ୟବହାର Illtreatment; perverse conduct.
  13. ପ୍ରତିକୂଳତା; ବିରୋଧ Opposition.
1979 ଅତିପତ୍ର

Category : [ Plant ]

Also : [ ହସ୍ତିକନ୍ଦ ବୃକ୍ଷ ]

  1. Atipatra  (ସଂ.ବି.) - ଶାଗୁଆନ ଗଛ Teak (tree).
1980 ଅତିପତ୍ରା

Category : [ Plant ]

  1. Atipatrā  (ସଂ.ବି.) - ବାଡ଼ି ଅଅଁଳା ଗୁଳ୍ମ Bār̲ḍ̠i aañḻā plant.
  2. ବାଡ଼ିଆଁଅଳା ଗୁଳ୍ମ ବା ବଜ୍ରମୂଳୀ। ଏହା ଜବାଦି ବର୍ଗର କ୍ଷୁପ; ପତ୍ରର ମୂଳ ପାନ ପତ୍ର ପରି; ପତ୍ର ସୂଷ୍ମ ରୋମଶ। ଫୁଲ ପୀତବର୍ଣ୍ଣ, ଫଳ ପାଚିଲେ ଫାଟି କରି ଦଶ ଚିରୁଡ଼ା ହୁଏ Sida Cordifolia, heart-leaved Sida.
Page 396 of 605



expoodisha.com

 

Other Dictionary