Language Section

 

 

 

 

 

 

Dictionary : View_page

ID Main Word Content
1971 ଅତିଦୋହନ
  1. Atidohana (ସଂ.ବିଣ.) - ପ୍ରୟୋଜନାତିରିକ୍ତ ବା ଉପର୍ଯ୍ୟୁପରି ଗାଈଠାରୁ ଦୁହାଁ Over milking of a cow.
1972 ଅତିଦ୍ବୟ
  1. Atidwaya (ସଂ.ବିଣ.) - ଅଦ୍ୱିତୀୟ Having no second.
  2. ଅତୁଳନୀୟ Incomparable.
1973 ଅତିଧନ୍ବା
  1. Atidhanwā (ସଂ.ବିଣ.) - ଉତ୍କୃଷ୍ଟ ବା ସୁନ୍ଦର ଧନୁଦ୍ୱାରା ଶୋଭିତ Armed with an excellent bow.
  2. ଉତ୍କୃଷ୍ଟ ଧନୁର୍ଦ୍ଧର (ଯୋଦ୍ଧା); ଧନୁର୍ବିଦ୍ୟାରେ ସିଦ୍ଧହସ୍ତ Excellent archer; expert; in archery.
  3. (ସଂ.ବି.) - (ନାମ) ସୁନାକ ରାଜାଙ୍କ ବଂଶଧର ରାଜାବିଶେଷ Name of an ancient king.
1974 ଅତିଧୃତି
  1. Atidhṛuti (ସଂ.ବିଣ.) - ଅତିଚ୍ଛନ୍ଦପରି ସଂସ୍କୃତ ଛନ୍ଦୋ  ବିଶେଷ (ଏଥିର ପ୍ରତ୍ୟେକ ପାଦରେ 19 ଅକ୍ଷର; ଯଥା ଶାର୍ଦ୍ଦୂଳ ବିକ୍ରୀଡ଼ିତ) Name of a Sanskrit metre having 19 syllables in every foot.
1975 ଅତିନାଭ

Category : [ Name ]

  1. Atinābha (ସଂ.ବି.) -  (ନାମ)  ହିରଣାକ୍ଷ ଦୈତ୍ୟର ନଅ ପୁତ୍ରଙ୍କ ମଧ୍ୟରୁ ଏକତମ Name of one of the nine sons of the demon Hiraṇāksha.
Page 395 of 605



expoodisha.com

 

Other Dictionary