| 1961 |
ଅତିଥି ଚର୍ଚ୍ଚା |
Also : [ ଅତିଥି କ୍ରିୟା, ଅତିଥି ଚର୍ଯ୍ୟା, ଅତିଥି ପୂଜା, ଅତିଥି ଯଜ୍ଞ, ଅତିଥି ସେବା, ଅତିଥି ସତ୍କାର, ଅତିଥି ସତ୍କ୍ରିୟା ]
- Atithi charchchā (ସଂ.ବି.) - ଆତିଥେୟତା; ଅତିଥିଙ୍କୁ ଖାଦ୍ୟ ପାନାଦି ଦେବା ଓ ସେବା କରିବା ଦ୍ୱାରା ଆଦର Rites of hospitality; entertaining of one's guests.
|
| 1962 |
ଅତିଥିସତ୍କାର |
Also : [ ଅତିଥି କ୍ରିୟା, ଅତିଥି ଚର୍ଯ୍ୟା, ଅତିଥି ପୂଜା, ଅତିଥି ଯଜ୍ଞ, ଅତିଥି ସେବା, ଅତିଥି ଚର୍ଚ୍ଚା, ଅତିଥି ସତ୍କ୍ରିୟା ]
- Atithi charchchā (ସଂ.ବି.) - ଆତିଥେୟତା; ଅତିଥିଙ୍କୁ ଖାଦ୍ୟ ପାନାଦି ଦେବା ଓ ସେବା କରିବା ଦ୍ୱାରା ଆଦର Rites of hospitality; entertaining of one's guests.
|
| 1963 |
ଅତିଥିପତି |
- Atithipati (ସଂ.ବି.) - ଅତିଥି ସତ୍କାରକାରୀ ବ୍ୟକ୍ତି; ଯେଉଁ ଗୃହସ୍ୱାମୀ ଅତିଥିଙ୍କ ସେବା କରୁଥାନ୍ତି A host; an entertainer of a guest.
|
| 1964 |
ଅତିଥ୍ୟ |
- Atithya (ସଂ.ବି.) - ସୁହୋତ୍ର ରାଜା; କୁଶରାଜାଙ୍କ ପୁତ୍ର Name of a prince.
|
| 1965 |
ଅତିଦାନ |
Category : [ Gift ]
- Atidāna (ସଂ.ବି.) - ଦାନାତିଶଯ୍ୟ; ଅତିରିକ୍ତଦାନ Munificence; excessive liberality.
- ଆପଣାର ଶକ୍ତିବହିର୍ଭୂତ ଦାନ Liberality or generosity beyond one's means.
|