| 1666 |
ଅଣଚାଳିଶି |
Category : [ Numbers ]
Also : [ ଅଣଚାଳିଶ ]
- Aṇachāliṡi (ଦେ.ବି.) - (ସଂଖ୍ୟାବାଚକ) ତିରିଶରୁ ୯ ଅଧିକ; ଚାଳିଶରୁ ଏକ କମ୍; 39 Thirty nine.
|
| 1667 |
ଅଣଚାଶ |
Category : [ Numbers ]
- Aṇachāṡa (ଦେ.ବି.) - (ସଂଖ୍ୟାବାଚକ) ପଚାଶରୁ ୧ କମ; ଚାଳିଶିରୁ ନଅ ଅଧିକ; 4 Forty-nine.
|
| 1668 |
ଅଣଚାଶ ଉଠିବା |
Also : [ ଅଣଚାଶ ବୋହିବା ]
- Aṇachāṡa uṭhibā (ଦେ.ବି.) - ମୃତ୍ୟୁପୂର୍ବରୁ ପ୍ରବଳ ଭାବରେ ଶ୍ୱାସବାୟୁର ଗମନାଗମନ Violent gasping before death.
|
| 1669 |
ଅଣଚାଶ ପବନ |
- Aṇachāṡa pabana (ଦେ.ବି.) - ମୃତ୍ୟୁର ଅବ୍ୟବହିତ ପୂର୍ବରେ ମନୁଷ୍ୟର ବହିବା ଖରନିଃଶ୍ୱାସ Violent pantings gasps before death.
- ପ୍ରବଳ ପ୍ରଭଞ୍ଜନ Tempest.
|
| 1670 |
ଅଣଚୂନ |
- Aṇachūna (ଗ୍ରା.ବି.) - ଚୂନ ନ ଥିବା ବସ୍ତୁ An article having no lime.
|