Language Section

 

 

 

 

 

 

Dictionary : View_page

ID Main Word Content
1656 ଅଣକାଫୁଲୀ
  1. Aṇakāphulī (ଗ୍ରା.ବିଣ.) - ହୁଣ୍ଡୀ; ଓଲମୀ (ସ୍ତ୍ରୀ) Stupid; foolish (woman).
1657 ଅଣକୀଳା
  1. Aṇakīḻā (ଦେ.ବିଣ.) - କୀଳା ହୋଇ ନଥିବା (କବାଟ) Unbolted (door).
  2. କୀଳା ହୋଇ ନ ଥିବା (ଅକ୍ଷର)  Uncrossed (letter).
1658 ଅଣକୀଳି

Also : [ ଅଣଖୀଳି, ଅଣଖୀଳା ]

  1. Aṇakīḻi (ଦେ.ବି.) - ଅକ୍ଷାଗ୍ରକୀଳକ; ଗାଡ଼ିର ଚକକୁ ଅଖରେ ଅଟକାଇବା ପାଇଁ ଅଖର ଦୁଇ ମୁଣ୍ଡରେ କରାଯାଇଥିବା ଛିଦ୍ରରେ ଯେଉଁ ଛୋଟ କାଠ ବା ଲୁହା ଖିଲ ଦିଆଯାଏ; ଅଣି Linchpin; small wood pins put in the holes at the ends of the axle to prevent the wheels from slipping away.
1659 ଅଣକୋଣିଆଁ
  1. Aṇakoṇiāñ (ଦେ.ବିଣ.) - ଯେଉଁ ବସ୍ତୁର କୋଣ ନାହିଁ; ଯାହାର କୋଣ ସବୁ ଗୋଲ ହୋଇ ଅଛି Rounded at the corners.
  2. ଏକ କୋଣରେ ପଡ଼ିରହିଥିବା Lying in one corner.
1660 ଅଣଖୁଆ

Also : [ ଅଣଖା, ଅଣୁଖୁଆ ]

Category : [ Plant ]

  1. Aṇakhuā (ଦେ.ବି.) - (ଯାହା ଆଖୁ ପରି ଦେଖାଯାଏ, କିନ୍ତୁ ଆଖୁ ନୁହେଁ) ଆଖୁଜାତୀୟ ବନ୍ୟ ଗୁଳ୍ମବିଶେଷ A plant in appearance like the sugarcane, Sachharum Arundina cium.
Page 332 of 687



expoodisha.com

 

Other Dictionary