Language Section

 

 

 

 

 

 

Dictionary : View_page

ID Main Word Content
1676 ଅଣତୃତୀୟା
  1. Aṇatṛutīyā (ଗ୍ରା.ବିଣ.) -  ଯେଉଁ ଧାନବିହନ କ୍ଷେତରେ ଅକ୍ଷୟତୃତୀୟା ପୂର୍ବରୁ ବୁଣା ହୋଇଥାଏ (paddy) Sown before the Akshayatṛutīyā day.
  2. (ଗ୍ରା.ବି.) - ଅକ୍ଷୟତୃତୀୟା ପୂର୍ବରୁ ଖାଲ ବିଲରେ ଧାନ ବୁଣିବା କର୍ମ Sowing of paddy in low lands before the Akshayatṛutīyā day.
1677 ଅଣଦୋଷ

Also : [ ଅଦୋଷ ]

  1. Aṇadosha (ଗ୍ରା.ବି.) - ଅଦୋଷ; ଦୋଷହୀନତା  Faultlessness; innocence.
1678 ଅଣଦୋଷୀ
  1. Aṇadoshī (ଗ୍ରା.ବିଣ.) - ଅଦୋଷ; ନିର୍ଦ୍ଦୋଷ; ନିରପରାଧ Innocent; guiltless.
1679 ଅଣଦୋଷେ
  1. Aṇadoshe (ଗ୍ରା.କ୍ରି.ବିଣ.) - ବିନାଦୋଷରେ; ଅପରାଧ ନ କରି ସୁଦ୍ଧା Without any fault; innocently.
1680 ଅଣନବେ

Also : [ ଅଣାନବେ, ଅଣନଉ ]

  1. Aṇanabe (ଦେ.ବି./ବିଣ.) - (ସଂଖ୍ୟାବାଚକ) ନଉ ସଂଖ୍ୟାରୁ ଏକ କମ; ଅଶିରୁ ନଅ ଅଧିକ; 89 Eighty-nine.
Page 336 of 933



expoodisha.com

 

Other Dictionary