Language Section

 

 

 

 

 

 

Dictionary : View_page

ID Main Word Content
1286 ଅଛିଆଁ
  1. Achhiāñ (ଦେ.ବିଣ.) -  ଉପରୁ ଚୋପା ଛେଲା ହୋଇ ନ ଥିବା (ପଇଡ଼)  (unripe cocoanut) From which the peel has not been sheed off.
  2. (ଗ୍ରା.ବିଣ.) - ଅଛାଆଣି; ଛପରବନ୍ଦି ହୋଇ ନ ଥିବା (ଘର) Unthatched (house).
1287 ଅଛିଡ଼
  1. Achhiṟḍ̠a (ଗ୍ରା.) [ପ୍ରାଚୀନ ପଦ୍ୟ. (ବିଣ.)] (ସଂ. ଅଚ୍ଛିନ୍ନ)  ଅଚ୍ଛେଦ୍ୟ That which cannot be cut or severed.
1288 ଅଛିଣ୍ଡା

ସଂ: [ ଅଛିନ୍ନ ]

  1. Achhiṇḍā (ଦେ.ବିଣ.) -  ଅବିଭକ୍ତ Undivided.
  2. ଯାହା ଛିଣ୍ଡା ବା ଜୀର୍ଣ୍ଣ ନୁହେଁ Untornୟe.
  3. ଅଚ୍ଛିନ୍ନ Unseparated.
  4. ଯାହା ଚୟନ ହୋଇ ନାହିଁ (ପୁଷ୍ପାଦି)  Unplucked (flower).
  5. ଯାହା ମୀମାଂସିତ ହୋଇ ନାହିଁ (ସମସ୍ୟା ବା ବିବାଦ) Unsolved.
  6. (ଗଣିତ) ଯେଉଁ ରାଶି ଅନ୍ୟ ରାଶିଦ୍ୱାରା ହୃତ ହେଲେ ଛିଣ୍ଡେ ନାହିଁ ଅର୍ଥାତ୍ ଭାଗଶେଷ ରହିଯାଏ; ଅବିଭାଜ୍ୟ (ରାଶି) (arithmetic) Indivisible (number).
1289 ଅଛିଦ୍ର

Also : [ ଅଚ୍ଛିଦ୍ର

  1. Achhidra (ଦେ.ବିଣ.) -  ନିରନ୍ଧ୍ର; ଛିଦ୍ରରହିତ Having no hole; holeless.
  2. ନିର୍ଦୋଷ; ଦୋଷରହିତ Faultless; defectless.
  3. ନିଃସନ୍ଦେହ Undoubted; certain.
  4. କୌଣସି ଅଙ୍ଗ ଅପୂର୍ଣ୍ଣ ନ ରହି ସମ୍ପାଦିତ ହୋଇଥିବା (କର୍ମ) (a work) Which has been completed without any flaw or defect.
  5. ଅତି ଘନ Very dense.
  6. ସର୍ବବ୍ୟାପୀ All pervading.
  7. ବ୍ୟବଧାନରହିତ Without interstice.
1290 ଅଛିଦ୍ରେ
  1. Achhidre (ଦେ.କ୍ରି.ବିଣ.) ନିଶ୍ଚେଁ; ନିଃସନ୍ଦେହରେ Certainly; undoubtedly.
Page 258 of 687



expoodisha.com

 

Other Dictionary