Odia Dictionary
Back
ଅଚ୍ଛିଦ୍ର
- Achchhidra (ସଂ.ବିଣ.) - ନିରନ୍ଧ୍ର; ଛିଦ୍ରରହିତ Having no hole; holeless.
- ନିର୍ଦୋଷ; ଦୋଷରହିତ Faultless; defectless.
- ନିଃସନ୍ଦେହ Undoubted; certain.
- କୌଣସି ଅଙ୍ଗ ଅପୂର୍ଣ୍ଣ ନ ରହି ସମ୍ପାଦିତ ହୋଇଥିବା (କର୍ମ) (a work) Which has been completed without any flaw or defect.
- ଅତି ଘନ Very dense.
- ସର୍ବବ୍ୟାପୀ All pervading.