Language Section

 

 

 

 

 

 

Dictionary : View_page

ID Main Word Content
1281 ଅଛାଆଣି

Also : [ ଅଛୁଆଣି ]

  1. Achhāāṇi (ଦେ.ବିଣ.)ଛପର କରା ଯାଇ ନ ଥିବା (ଘର) Unthatched (house).
1282 ଅଛାଏନ୍‌
  1. Achhāen (ପ୍ରାଦେ. [ସମ୍ବଲପୁର] ବି.) ଶଗଡ଼ର ଅଖ Axle of a cart.
1283 ଅଛାଡ଼
  1. Achhāṟḍ̠a (ଦେ.ବିଣ.) ଯାହା ରୋଗୀକୁ ଛାଡ଼େ ନାହିଁ ବା ତ୍ୟାଗ କରେ ନାହିଁ Unremittant. (ଯଥା - ଅଛାଡ଼ ଜର; ଅଛାଡ଼ ତବତି)
  2. ଅବିଶ୍ରାନ୍ତ Continuous; uninterrupted. (ଯଥା - ଅଛାଡ଼ ବରଷା)
  3. ଯାହା ଛାଡ଼ି ହୁଏ ନାହିଁ ବା ତ୍ୟକ୍ତ କରାଯାଇ ନପାରେ That which can not be given up. (ଯଥା - ଅଛାଡ଼ ଅଭ୍ୟାସ)
1284 ଅଛାଡ଼ କଚାଡ଼ ହେବା
  1. Achhaṟḍ̠a kachāṟḍ̠a hebā (ଗ୍ରା.କ୍ରି.)ଜ୍ୱରାକ୍ରାନ୍ତ ରୋଗୀ ବେଦନାରେ ଅସ୍ଥିର ବା ଅଙ୍ଗପ୍ରତ୍ୟଙ୍ଗମାନ ଛାଟିପିଟି ହେବା To be restless (said of a person in a fit of fever).
1285 ଅଛାରିବା
  1. Achhāribā (ଦେ.କ୍ରି.) - (ସଂ. ଉତ୍ସର୍ଜନ) କୁଲାରେ ଶସ୍ୟାଦିକୁ ପାଛୁଡ଼ିବା To husk; to cleanse the chaff by winnowing.
  2. ଇତସ୍ତତଃ ବୁଣିଦେବା To strew.
  3. ଗଜା ହୋଇଥିବା ବିହନକୁ କାଦୁଆ ଜମିରେ ବୁଣିବା  To sow sprouted paddy seeds on a clayey soil.
Page 257 of 687



expoodisha.com

 

Other Dictionary